ନବୀନଙ୍କ କ୍ରେଜ

 

ଆଗାମୀ ୭ ତାରିଖ ଦିନ ନୂଆପଡା ଉପନିର୍ବାଚନର ପ୍ରଚାର ପାଇଁ ନବୀନ ପଟନାୟକଙ୍କ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଅଛି। ଏହି ପରିପ୍ରେକ୍ଷୀରେ ଆମ ଟିମକୁ ପ୍ରତିକ୍ରିୟା ଦେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ ନବୀନ ପଟନାୟକଙ୍କ କ୍ରେଜ ଆଉ ନାହିଁ। ଗତ ୩ ତାରିଖରେ କୋମନା ବ୍ଲକରେ କରିଥିବା ପବ୍ଲିକ ମିଟିଂରୁ ସ୍ପଷ୍ଟ ହୋଇଯାଇଛି। ଦଳର କର୍ମକର୍ତା ମାନେ, ସରପଞ୍ଚ ମାନେ ବିଜେପିରେ ଯୋଗ ଦେଉଛନ୍ତି।

ଅମର ପଟନାୟକ ଯୋଗ ଦେବା ଏକ ଉଦାହରଣ ବୋଲି ସେ କହିଛନ୍ତି। ଭୋଟର ମାନଙ୍କୁ ବିଜେଡ଼ି ଦଳର ନେତାମାନେ ଶଙ୍ଖ ଚିହ୍ନ ପ୍ରତି ଆକର୍ଷିତ କରିପାରୁନାହାନ୍ତୁ। ଏହାର ମେନ ଫ୍ୟାକ୍ଟର ହେଉଛି ଭିକେ ପାଣ୍ଡିଆନ ଦଳର ଏବେ ମଧ୍ୟ ନିଜର ମୁରବି ପଣିଆ ଜାରିରଖିଛନ୍ତି। ଲୋକମାନେ ଲକ୍ଷ୍ମଣ ବାଗଙ୍କୁ ଠାରୁ ବହୁ ଭୋଟରେ ହାରିଥିବା ଶ୍ରୀ ନବୀନ ଏବଂ ପାର୍ଥୀନୀ ନିଜ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ବହୁ ଭୋଟରେ ହାରିଥିଲେ। ସେ ଯାହାବି ହେଉ ହାରିବା ନେତାମାନେ କଣ ନୂଆପଡାରେ ମିରାକିଲ କରିପାରିବେ। ଆସନ୍ତୁ ଶୁଣିବା ଏହି ସମ୍ପର୍କରେ ବରଗଡ଼ ଏମପି ପ୍ରଦୀପ ପୁରୋହିତଙ୍କ ମତ ଓ ମନ୍ତବ୍ୟ।

ବରଗଡ଼ରୁ ଫଟୋ ନ୍ୟୁଜ ଟାଇମ୍ସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *