ବଡ଼ଚଣା ବିଧାୟକ ଅମର ନାୟକଙ୍କ ମତ ଓ ମନ୍ତବ୍ୟ

 

ଆମ ଫଟୋ ନ୍ୟୁଜ ଟାଇମ୍ସର ଟିମ ସହିତ ବିଜେପିର ବଡ଼ଚଣାର ବିଧାୟକ ଅମର ନାୟକ ତାଙ୍କ ସାକ୍ଷାତ କାରରେ କହିଛନ୍ତି ଯେ ଜୟ ଢୋଲକିୟା ନୂଆପଡା ଜନସାଧାରଣଙ୍କ ପାଇଁ ବିଜେପିରେ ଯୋଗଦେଇଛନ୍ତି। ତାଙ୍କର ପିତା ସ୍ବର୍ଗତ ରାଜେନ୍ଦ୍ର ଢୋଲକିୟା ମଧ୍ୟ ପ୍ରଥମ ଥର ସ୍ୱାଧୀନରେ ଜୟଯୁକ୍ତ ହୋଇଥିଲେ। ଏବଂ ସେ ମଧ୍ୟ ନୂଆପଡା ବାସୀଙ୍କ ସ୍ୱାର୍ଥପାଇଁ ବିଜେଡିରେ ଯୋଗଦେଇଥିଲେ। ଜଣେ ବିଧାୟକ ବିରୋଧୀ ଦଳ ଅପେକ୍ଷା ଶାସକ ଦଳରେ ରହିଲେ ତାଙ୍କ ଅଞ୍ଚଳ ପାଇଁ ଅଧିକା କାମ କରିପାରିବ ବୋଲି ସେ ମତ ରଖିଛନ୍ତି। ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି।
ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *