ବ୍ରହ୍ମଗିରିର ଅଲାରନାଥ ପୀଠରେ ମିଳେ କୋଟିପୁର୍ଣ୍ୟ

ଶ୍ରୀଜୀଉ ମାନେ ଅଣସର ଘରେ ପ୍ରବେଶ କଲାପରେ ଅଲାରନାଥଙ୍କ ଦର୍ଶନରେ ମିଳିଥାଏ କୋଟିପୁର୍ଣ୍ୟ। ଆଜିଠାରୁ ଅଲାରନାଥଙ୍କପୀଠରେ ଲାଗିଛି ଭକ୍ତଙ୍କ ଭିଡ଼ ଏହା ହିଁ ହେଉଛି “ସମ୍ପର୍କର ଡୋରି”। ଭକ୍ତ ମାନେ ଶ୍ରୀଜୀଉ ମାନଙ୍କୁ ଦର୍ଶନ ନ କରିପାରିଲେ ମଧ୍ୟ ଭାବାବେଗ କମୀନଥାଏ।

ସେଥିପାଇଁ ବ୍ରହ୍ମଗିରି ଠାରେ ଥିବା ଅଲାରନାଥଙ୍କୁ ଜଗନାଥଙ୍କ ନାମନେଇ ଦର୍ଶନ କରନ୍ତି। ଏଠାରେ ଲାଗିହେଉଥିବା କ୍ଷୀରିଭୋଗ ହେଉଛି ପ୍ରସିଦ୍ଧ। ଆସନ୍ତୁ ଦେଖିବା ଆମ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଲକ୍ଷ୍ମଣ ପଣ୍ଡାଙ୍କ କ୍ୟାମେରା ଲେନ୍ସରେ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭାବାବେଗ।

Leave a Reply

Your email address will not be published. Required fields are marked *