ହାତୀ ମାନେ ସହରରେ ବୁଲୁଛନ୍ତି।

ଫଟୋ ନିୟୁଜ ଟାଇମ୍ସ ନିୟୁଜ ରୁମ କୁ ସ୍ୱାଗତ କରୁଛି ମୁଁ ବର୍ଷା। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେ ହାତୀ ମାନେ ସହରରେ ବୁଲୁଛନ୍ତି। ଆମ କ୍ୟାମେରା ଟିମ ରାଜଗାଙ୍ଗପୁର ରେ ଏକ ଦନ୍ତା ହାତୀ ବୁଲୁଥିବାର ଭିସୁଆଲ କୁ କ୍ୟାପଚର କରିଛନ୍ତି।

ପରିବେଶ ବିତ ମାନେ ମତ ରଖିଛନ୍ତି ଯେ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ସିମେଣ୍ଟ କାରଖାନା ଭଳି ଶିଳ୍ପ ଏଥିପାଇଁ ଉତ୍ତର ଦାଈ। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *