କଟକ ବାସୀଙ୍କ ସହ ମିଶି ବିଶ୍ୱଳ ଫାଦର ଏବଂ ସନ କିଛି ନୂଆ କରି ଦେଖାଇବେ

ମୁଁ ବର୍ଷା ଫଟୋ ନିୟୁଜ,” ନିୟୁଜ ରୁମ” କୁ ସ୍ୱାଗତ କରୁଛି।
ପୁଅ ଓ ବାପ ବିଶ୍ୱାଳ ମାନେ ସୌଭିକ ବିଶ୍ୱାଳ ଓ ପ୍ରଭାତ ବିଶ୍ୱାଳ।

ବିଜେଡି ସରକାର ଅମଳରେ ପ୍ରଭାତ ବିଶ୍ୱଳ ଙ୍କୁ ଜେଲ ପଠାଇପାରିଥିଲେ। ବିଜେଡି ସରକାର ଭାବୁଥିଲେ ଏହା ତାଙ୍କର ପାରିବାର ପଣିଆ। କିନ୍ତୁ ସୌଭିକ ବିଶ୍ୱାଳ ଙ୍କ ଖେତ୍ର ରେ ବିଜେଡି ର ମନ୍ତ୍ର କାମ କଲନାହିଁ ସେ ଜାଣିଥିବା ବିଛା ମନ୍ତ୍ର କୁ ନେଇ ସାପ ଗାତରେ ହାତ ପୁରାଇଦେଲେ।

ଚୋଟ ମଧ୍ୟ ଖାଇଲେ। ବାସ୍ତବ କ୍ଷତ୍ର ରେ ସୌଭିକ ଙ୍କର କଟକ ରେ ଥିବା ପପୁଲାରିଟି ତାଙ୍କ ବାପା ଙ୍କ ଠାରୁ ମଧ୍ୟ ଅଧିକ। ବର୍ତମାନ ସମୟ ଆସିଛି କଟକ ବାସୀଙ୍କ ସହ ମିଶି ବିଶ୍ୱଳ ଫାଦର ଏବଂ ସନ କିଛି ନୂଆ କରି ଦେଖାଇବେ। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *