ଗଞ୍ଜାମ ଜିଲ୍ଲାରେ ବଢୁଛି ଜୁଆଖେଳ, ପୋଲିସ୍ ନିରବଦ୍ରଷ୍ଟା, ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି।

ଗଞ୍ଜାମ ଜିଲ୍ଲାରେ ବଢୁଛି ଜୁଆଖେଳ, ପୋଲିସ୍ ନିରବଦ୍ରଷ୍ଟା, ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି।
ଜୁଆ ଖେଳ ଏକ ସାମାଜିକ ବ୍ୟାଧି ଯୋଗୁଁ ଯୁବପିଢ଼ି ନିଜ କର୍ମ ନ କରି ଅଳସୁଆ ହୋଇଯାଏ । ଆଜି କାଲି ମୋବାଇଲ ଫୋନରେ ଲୁଡୁ ଖେଳ ତା ସାଙ୍ଗକୁ ଜୁଆ ଖେଳ ମଧ୍ୟ ହେଉଛି । ଫାଣ୍ଡି ଅଧିକାରୀ ଠାରୁ ଆରମ୍ଭ କରି ଉପରସ୍ଥ ଅଧିକାରୀ ମାନେ ଏଥିପାଇଁ ଦାୟୀ । ପୋଲିସ ଅଧିକାରୀ ମାନଙ୍କ ନିଷ୍କ୍ରିୟତା ଏବଂ ନୀରବଦ୍ରଷ୍ଟା ସାଜିବା ଯୋଗୁଁ ଜୁଆ ଖେଳ ଦିନ‌କୁ ଦିନ ବୃଦ୍ଧିପାଉଛି । ଜଣେ ଯୁଆଡ଼ି ଠାରୁ ମାସିକ ବଟି ନେଇ ପୋଲିସ ଅଧିକାରୀ ମାନେ ଚୁପ ଯାହାର ଜ୍ୱଳନ୍ତ ଉଦାହରଣ କେ, ନୂଆଗାଁ ଥାନା ଓ ଜରଡ଼ା ଥାନା ଇଲାକାରେ ଦେଖିବାକୁ ମିଳୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ପ୍ରତିଦିନ ବଡ ଧରଣ ର ଜୁଆ ଆଡ୍ଡା ଚାଲିବା ଫଳରେ ଅଞ୍ଚଳ ରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ହେଉଛି।
ଗଞ୍ଜାମ ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *