ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଅଳଙ୍କାର ଦୋକାନରୁ ଲୁଟ ଘଟଣାରେ ପୁଣି ଆଉ ଦୁଇ ଅଭିଯୁକ୍ତ ଗିରଫ, ଏକ କେଜି ସୁନା ଅଳଙ୍କାର ଓ ଦୁଇ କେଜି ରୂପା ଅଳଙ୍କାର ଜବତ, ସୂଚନା ଦେଲେ ଏସପି ବିବେକାନନ୍ଦ ଶର୍ମା।
ଏକ କେଜି ସୁନା ଅଳଙ୍କାର ଓ ଦୁଇ କେଜି ରୂପା ଅଳଙ୍କାର ଜବତ ଦୁଇ ଅଭିଯୁକ୍ତ ଗିରଫ