ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ,” ନିୟୁଜ ରୁମ” କୁ।ରାମ ଚନ୍ଦ୍ର ତାଣ୍ଡି ହେଲେ ବୌଦ୍ଧ ଜ଼ିଲ୍ଲା ଏସ.ସି ମୋର୍ଚ୍ଚା ସଭାପତି l
ବୌଦ୍ଧ ଜ଼ିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହେଲେ କଣ୍ଟାମାଳ ବ୍ଲକ ଘଣ୍ଟାପଡା ମଣ୍ଡଳ ବରଗାଁ ପଞ୍ଚାୟତ ମଲିକୁଦ ଗ୍ରାମର ବିଜେପି କର୍ମୀ ରାମଚନ୍ଦ୍ର ତାଣ୍ଡି l ଏହି ସୂଚନା ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l

ଏହି ପଦରେ ନିଯୁକ୍ତି କରିଥିବାରୁ ଶ୍ରୀ ତାଣ୍ଡି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଏସି ମୋର୍ଚ୍ଚା ସଭାପତି ବାଇଧର, ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇଚରଣ ଡ଼ାଙ୍ଗ, ସାଂସଦ ସୁକାନ୍ତ ପାଣିଗ୍ରାହୀ, ଜ଼ିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।
