ଜଗତସିଂହପୁର ଜିଲ୍ଲା ଜଳଦମ୍ପଦ ବିଭାଗର ବିଭିର୍ଣ ପ୍ରକ୍ଵଳ୍ପ ନାଁ ରେ ଚଳୁ କରି ଖାଇଛନ୍ତି କୋଟି କୋଟି ଟଙ୍କା

ଜଗତସିଂହପୁର ଜିଲ୍ଲା ଜଳଦମ୍ପଦ ବିଭାଗର ବିଭିର୍ଣ ପ୍ରକ୍ଵଳ୍ପ ନାଁ ରେ ଚଳୁ କରି ଖାଇଛନ୍ତି କୋଟି କୋଟି ଟଙ୍କା।

କେବଳ ଜଟାଧାରୀ ମୁହାଣ ଉଦ୍ଧାର ପାଇଁ ଆସିଥିବା ୬୦ କୋଟି ରୁ ଉର୍ଦ୍ଧ ଟଙ୍କା ହିସାବ ମିଳୁନାହିଁ।

ଜିଲ୍ଲା କୁ ଯାଇଥିବା ସହ ସହ କୋଟି ନଦୀ ବନ୍ଦ ନବୀକରଣ ନାଁ ରେ ହଂସୁଆ ନଦୀ ମାଛ ଗାଁ କେନାଲ। ଅଳକା ନଈ ଡ୍ରେନେଜ ଭଳି ଅନେକ ଚେକେ ଡାମ ସେ ଅଂଚଳର ଉର୍ନତି ପାଇଁ ସରକାର ଦେଇଥିଲେ କୋଟି କୋଟି ଅର୍ଥ ରାଶି |
ସେହି ଯନ୍ତ୍ରୀ ଙ୍କ ଆଖି ପଡିଥିଲା ସେହି ଶରକାରୀ ଅନୁଦାନ ଟଙ୍କା ଉପରେ ବୋଲି ସାଧାରଣ ରେ ମାତ ପ୍ରକାଶ ପାଉଛି |


ଦୁର୍ନୀତି ରେ ମନ୍ତ୍ତୀ ଯନ୍ତ୍ରୀ ଭାଇ ଭାଇ ହେଇ କଳା କାର୍ଯ୍ୟ କରୁଥିଲେ।
ଭକ୍ତ ରଞ୍ଜନ ଙ୍କ ଜିଲ୍ଲା ଜଗତସିଂହପୁର ଜିଲ୍ଲା ହେଇଥିବାରୁ ସର୍ବର୍ଚ୍ଚ ଯନ୍ତ୍ରୀ ଥୀଲା ସମୟରେ ଜିଲ୍ଲାକୁ ଯାଇଥିବା ସବୁ ଅନୁଦାନ ହେରଫର ହୋଇଅଛି ବୋଲି ତଥ୍ୟ କହୁଛି।
ବିଗତ ସରକାର ରେ ହଂସୁଆ ନଦୀ ବନ୍ଧ ର ଟେଣ୍ଡର ପକ୍ରିୟା ସରି ଥିଲେ ମଧ୍ୟ କୌଣସି କାମ ନ କରି ବିଭିଗ ଠିକାଦାର ନାଁରେ ବିଲ ପାସ କରି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ତଦନ୍ତ ସାପେକ୍ଷ।


ବିଭାଗ ର ପୱର ଫୁଲ ଯନ୍ତ୍ରୀ ଭାକ୍ତ ବାବୁ ଜାଣିନଥିଲେ ଯେ ବିଜେଡି ସରକାର ଙ୍କର ଏତେ ଶୀଘ୍ର ପତନ ଘଟିବ। ସେ ମୋହନ ମାଝୀ ଙ୍କ ଜାଲରେ ଏବେ ପଡିଯାଇଛନ୍ତି |
ଚଉଦ ମାସ ଘରେ ବସି ସରକାର ଙ୍କ ବିରୋଧରେ କିଛି ଯନ୍ତ୍ରିଙ୍କୁ ନେଇ ମୋହନ ମାଝୀଙ୍କ ସରକାର ନାଁରେ ଉଚ୍ଚାନ୍ୟାଳୟ ରେ ମଧ୍ୟ ସରକାର ବିରୋଧରେ ଗୋଟି ଚଳାଇ ଥିଲେ ବୋଲି ସାଧାରଣ ରେ ମାତ ପ୍ରକାଶ ପାଉଛି |
ଦୀର୍ଘ ଚଉଦ ମାସ ଘରେ ବସି ବିଜେପି ରେ କିଛି ନେତାଙ୍କ ଶରଣ ପଶି ଏବେ ସେ ରାଜୀବି ଭବନ ର କାଯ୍ୟରତ ଯନ୍ତ୍ରୀ |


ଏଠି ଜନସାଧାରଣ ରେ ପ୍ରଶ୍ନ ଉଠୁଛି ଭାରତୀୟ ଜନତା ପାର୍ଟି ସରକାର ଉପରେ ଉଠୁଛି ପ୍ରଶ୍ନ
ଜଳସମ୍ପଦ ବିଭାଗ ର ଯନ୍ତ୍ରୀ ଭକ୍ତ ରଞ୍ଜନ ଙ୍କ ସମୟରେ ଅନେକ ଯନ୍ତ୍ରୀ ଙ୍କୁ ଭିଜିଲାନ୍ସ ଗିରଫ କରିସାରିଛି | ମାନ୍ୟବର ମୁଖ୍ୟ ମନ୍ତ୍ରୀ କାହିଁକି ଭକ୍ତ ବାବୁ ଙ୍କ ଉପରେ ନେଲେନାହିଁ କୌଣସି କାଯ୍ୟନୁଷ୍ଠାନ ଯଦିଓ ଭକ୍ତ ରଞ୍ଜନ ନିର୍ମଳ ଦୁର୍ନୀତି କରି ନଥିଲେ କିଭଳି ଭାବରେ ଜଣକୁ ଚଉଦ ମାସ ଘରେ ବସେଇ ସରକାର ଦରମା ଦେଉଥିଲେ।
ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ହାତରେ ଜଳସମ୍ପଦ ବିଭାଗ। ଭକ୍ତ ବାବୁ ଙ୍କୁ ବିଜେପି ସରକାର ପୁରସ୍କାର ଦେବ ନା ଦଣ୍ଡିତ କରିବ।
ଭୁବନେଶ୍ୱରରୁ ଭବାନୀ ଶଙ୍କର ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *