ନୂଆପଡା ଉପ ନିର୍ବାଚନ ମଣ୍ଡଳୀରେ ବିଭିନ ଦଳର ନାରୀନେତ୍ରୀ ମାନେ ପ୍ରଚାର ମୈଦାନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।ଆମ କ୍ୟାମେରା ଟିମ କଂଗ୍ରେସର ନାରୀନେତ୍ରୀ ସୋନାଲି ସାହୁ, ବିଜେଡିର ବର୍ଷା ସିଂ ବରିହା ଏବଂ ଲତିକା ପ୍ରଧାନଙ୍କ ସହିତ ସେମାନଙ୍କ ମତ ଓ ମନ୍ତବ୍ୟକୁ ପ୍ରସାରଣ କରୁଅଛି। ସେହିଭଳି ବିଜେପିର ନାରୀନେତ୍ରୀ ତଥା ବିଧାୟିକା ଉପାସନା ମହାପାତ୍ରଙ୍କ ନିଜ ଭୋଟର ମାନଙ୍କ ସହିତ ଅନୁଭୂତିକୁ ପ୍ରସାରଣ କରୁଅଛୁ। ଏଠାରେ ଆମେ କହି ରଖିବାକୁ ଚାହୁଁଚୁ ଯେ ପ୍ରଚାର ସମୟରେ ରୋଡ଼ ସୋ ରେ ନାରୀନେତ୍ରୀ ମାନେ ଭୋଟର ମାନଙ୍କୁ ଆକର୍ଷିତ କରିପାରୁଛନ୍ତି।
ଆସନ୍ତୁ ଶୁଣିବା କଂଗ୍ରେସର ସୋନାଲି ସାହୁ କଣ କହୁଛନ୍ତି।
ଆସନ୍ତୁ ଶୁଣିବା ଆମ କ୍ୟାମେରା ଟିମ ଉତ୍ତଳନ କରିଥିବା ବିଜେଡିର ନାରୀନେତ୍ରୀ ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ବକ୍ତବ୍ୟ।
ସେହିଭଳି ଶୁଣନ୍ତୁ ବିଧାୟିକା ବର୍ଷା ସିଂ ବରିହାଙ୍କ ମତ ଓ ମନ୍ତବ୍ୟକୁ।
ବିଜେପିର ଉପାସନା ମହାପାତ୍ର ତାଙ୍କର ଅନୁଭୂତିକୁ ଆମ କ୍ୟାମେରା ଟିମକୁ କହିଛନ୍ତି।
ଶୁଣନ୍ତୁ ସେ କଣ କହିଛନ୍ତି।
ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
