ଜରଡ଼ା ଥାନାର ନୂତନ ଆଇ ଆଇ ସି ମିନାକ୍ଷୀ ଦଳବେହେରା ଙ୍କ ଯୋଗଦାନ

ଜରଡ଼ା ଥାନାର ନୂତନ ଆଇ.ଆଇ.ସି. ମିନାକ୍ଷୀ ଦଳବେହେରା ଙ୍କ ଯୋଗଦାନ ।
ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଜରଡ଼ା ଥାନା ର କଥା। ବର୍ତମାନ ନୂତନ ଥାନା ଅଧିକାରୀ ଭାବେ ମିନାକ୍ଷୀ ଦଳବେହେରା ଦାୟିତ୍ୱ ନେଇଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ନିଷ୍ଠାବାନ ଏବଂ ଦାୟିତ୍ୱବାନ ବ୍ୟକ୍ତିତ୍ୱ। ବର୍ତମାନ ଅଞ୍ଚଳ ରେ ଦେଶୀ ମଦ, ଗଞ୍ଜେଇ, ବାଲି, ଜୁଆ,ପଥର, ଚୋରୀ,ବିନା ଲାଇସେନ୍ସ ଗାଡି ଚାଳନା,ଭଳି ଅପରାଧ ବ୍ୟାପିଛି। ଏହାକୁ ଚ୍ୟାଲେଞ୍ଚ ର ସହନେଇ ନୂତନ ଥାନା ଅଧିକାରୀ କାର୍ଯ୍ୟ କରିବେବୋଲି ଜନସାଧାରଣ ଆଶାଖିଛନ୍ତ।
ପପୁନ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *