ଫଟୋ ନିୟୁଜ, ” ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା। ଏଠାରେ କେନ୍ଦ୍ରାପଡ଼ା ଜିଲ୍ଲା ର କର୍ମୀ ଏବଂ ଭୋଟର ମାନେ ରାଜ୍ୟସଭା ନିର୍ବାଚନ ପରେ ନିଜକୁ ଏକପ୍ରକାର ଅସୁରକ୍ଷିତ ମଣୁଛନ୍ତି। ଏମାନଙ୍କ ମନରେ ପ୍ରଶ୍ନ ଆସୁଛି ବିଜେଡି ଚାପର ବଶବର୍ତ୍ତୀ ବିଜୟ ମହାପାତ୍ର କୁ ତାଙ୍କର ପୁଅ ଅରବିନ୍ଦ ମହାପାତ୍ର ଙ୍କ ମାଧ୍ୟମରେ କେଉଁ ସ୍ୱାର୍ଥ ପାଇଁ ଦଳରେ ଏଣ୍ଟ୍ରି ଦେଇଥିଲେ।ଏଠାରେ ବିଜେଡି କର୍ମୀମାନେ ଏବଂ ବଜେପି କର୍ମୀମାନେ ନିଜକୁ କେଉଁ ନେତାଙ୍କ ସମର୍ଥିତ ବୋଲି କହିପାରୁନାହାନ୍ତି। ବିଜୟ ମୋହାପାତ୍ର କହୁଛନ୍ତି ଯେ ମହାପାତ୍ର ବାପ ପୁଅ ତିନି ମାସ ତଳୁ ଦିଲୀପ ରାୟ ଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏବେ ବାଣ୍ଠୁ ବବୁ “ଘରକା ନା ଘାଟକା” ହୋଇପାରିବେ ନାହିଁ। ଅରବିନ୍ଦ ମହାପତ୍ରଙ୍କର କ୍ରସ ଭୋଟିଙ୍ଗ ପରେ କେନ୍ଦ୍ରାପଡ଼ା ର ବଜେପି ଉମାକାନ୍ତ ପଟନାୟକ ଏବଂ ତେଜସ୍ୱର ପରିଡା ଏକପ୍ରକାର ନିଜ ରାଜନ୍ୟତିକ ଭାବିଷ୍ୟତ ପାଇଁ ଚିନ୍ତାରେ ଅଛନ୍ତି। ଏଠାରେ ପ୍ରକାଶ ଥାଉକି ଗତ ନିର୍ବାଚନ ରେ ଅତନୁ ସବ୍ୟସାଚୀ ନାୟକ ଏବଂ କେନ୍ଦ୍ରାପଡ଼ା ର ବିଜେଡି ଏମ.ପି କୁ ହରାଇବରେ ବିଜୟ ମହାପତ୍ରଙ୍କର ଭୁମିକା ଥିଲା ବୋଲି ରାଜନ୍ୟତିକ ସମୀକ୍ଷକ ମାନେ ମତ ରଖୁଛନ୍ତି। ସେ ଯାହାବି ହେଉ ଏହି ରାଜ୍ୟସଭା ନିର୍ବାଚନ ପରେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପଦ ମର୍ଯ୍ୟାଦା ବଢିଛି। ସେ ନିଜେ ତାଙ୍କର ଭୋଟ ବ୍ୟାଙ୍କ କରିପାରିଛନ୍ତି। ଯେଉଁଥିରେ କି ସ୍ୱର୍ଗତ ରାଜକିଶୋର ନାୟକଙ୍କର ଲୋକ ପ୍ରିୟତା ତାଙ୍କୁ ଲୋକଙ୍କ ଭଲ ପାଇବା ଦେଇପାରିଛି। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
କେନ୍ଦ୍ରାପଡ଼ା ଜିଲ୍ଲା ର କର୍ମୀ ରାଜ୍ୟସଭା ନିର୍ବାଚନ ପରେ ନିଜକୁ ଏକପ୍ରକାର ଅସୁରକ୍ଷିତ ମଣୁଛନ୍ତି
