ଖାକିରେଲାଗିଲାକଳଙ୍କରଦାଗ।ଗଞ୍ଜେଇରଖିବାମହଙ୍ଗାପଡିଲା।ତିନିଜଣଆଇ.ଆର.ବି. ଯବାନଗିରଫହେଲେ l ବୌଦ୍ଧଜିଲ୍ଲାରୁଫଟୋନ୍ୟୁଜଟାଇମସ୍ରସାମ୍ବାଦିକବାସୁଦେବଷlଣ୍ଢଙ୍କରିପୋର୍ଟ୍।
ଆଇନଶୃଙ୍ଖଳାରକ୍ଷାକରୁଥିବାକର୍ମଚାରୀଯେତେବେଳେଆଇନ୍ଅମାନ୍ୟକରେ, ତାକୁଦଣ୍ଡିତକରିବାକଷ୍ଟକର।ଏଭଳିଏକଦୃଷ୍ଟାନ୍ତମୂଳକମାମଲାବୌଦ୍ଧଜିଲ୍ଲାରେହୋଇଅଛି।
ଆଇ.ଆର.ବି. ଯବାନକୁବାନ୍ଧିଛିରାଜ୍ୟପୋଲିସ l ଏମିତିଏକଘଟଣାଦେଖିବାକୁମିଳିଛିବୌଦ୍ଧଜିଲ୍ଲାମନମୁଣ୍ଡାଥାନାଅଞ୍ଚଳରେ l ପୋଲିସବାରେକରେଗଞ୍ଜେଇରଖିଥଲେତିନିଜଣଯବାନ l ଏହିଯବାନମାନେବୌଦ୍ଧ୫ମଆଇଆର୍ବିବାଟାଲିୟନରଅଟନ୍ତି।ଏମାନେମନମୁଣ୍ଡାଥାନାରେକାର୍ଯ୍ୟରତଥିଲେ l ବାରାକରେଗଞ୍ଜେଇରଖିଥବାଜିଲ୍ଲାଆରକ୍ଷୀଅଧିକ୍ଷକକୌଣସିସୂତ୍ରରୁଜାଣିବାପରେଥାନାକୁଆସିବାରାକକୁଯାଇଯାଞ୍ଚକରିଥିଲେ l ଯାଞ୍ଚକରିବାରୁବାରାକରୁଗଞ୍ଜେଇଜବତକରିଥିଲାମନମୁଣ୍ଡାପୋଲିସ l ତେଵେଜବତ୍ଗଞ୍ଜେଇକୁଓଜନକରିବାରୁଗଞ୍ଜେଇରପରିମାଣ୧୫କେଜି୯୩୦ଗ୍ରାମବୋଲିଜଣାପଡିଲା।ଏହିଘଟଣାରେଆଇଆର୍ବିପୋଲିସରକୁନାଲସିଂ,
ତିଲୋଚନରଣା,ନିଲମବରାଳଙ୍କୁପୋଲିସଗିରଫକରିଛି l କେଶନମ୍ବର୧୧୯/୨୫ରୁଜୁତ୍କରିଅଭିଯୁକ୍ତଙ୍କୁକୋଟଚାଲାଣକରିଛିମନମୁଣ୍ଡାପୋଲିସ l
ସେଯାହାବିହେଉପୋଲିସରଏହିକାର୍ଯ୍ୟକୁଅଞ୍ଚଳବାସୀତଥାଓଡିଶାରବୁଦ୍ଧିଜିବୀମାନେପ୍ରଶଂସାକରିଛନ୍ତି।