ଗାନ୍ଧୀ ପାର୍କ ରେ ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରା ଯାଇଛି

ରାୟଗଡା ପୌର ପରିଷଦ ଅନୁକୁଲ୍ୟ ରେ ରବି ବାର 10ଘଟିକା ସମୟ ରେ ପୌର ପରିଷଦ ସ୍ଥିତ ଜି.ସି. ଡି ପଡିଆ ସମୁଖ ରେ ଥିବା ଗାନ୍ଧୀ ପାର୍କ ରେ ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରା ଯାଇଛି l

ଏହି ସମାରୋହ ରେ ରାୟଗଡା ଜିଲ୍ଲା ର ସାଂସଦ ସପ୍ତଗିରି ଉଲାକା, ବିଧାୟକ ଆପଲ ସ୍ୱାମୀ କାଡ୍ରାକା,ଜିଲ୍ଲାପାଳ ପାରୁଲ ପଟୱାରୀ,ରାୟଗଡା ପ୍ରକଳ୍ପ ନିର୍ଦେଶକ ଅକ୍ଷୟ କୁମାର ଖେମୁଣ୍ଡି, ଜିଲ୍ଲା ନଗର ଉନୟନ କାର୍ଯ୍ୟାଳୟ ରାୟଗଡାର ଅଧକ୍ଷ ପି. ମହେଶ ପଟ୍ଟନାୟକ , ରାୟଗଡା ପୌର ପରିଷଦ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଏବଂ ପରିଷଦ ର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *