ରକ୍ତଦାନ ମହତଦାନ। କୌଣସି କଳାକାରଖାନାରେ କିମ୍ବା ଲବରୋ୍ଟୋରୀରେ ରକ୍ତ ପ୍ରସ୍ତୁତ ହେଇପାରିନାହିଁ। ରକ୍ତଦାନ ଦ୍ୱାରା ବହୁ ମୂଲ୍ୟବାନ ଜୀବନ ବଞ୍ଚିଯାଇଥାଏ। ରାଜଗାଙ୍ଗପୁରରେ ରକ୍ତ ଅଭାବ ଯୋଗୁଁ ବହୁ ରୋଗୀ ଅସୁବିଧାର ସମୁଖୀନ ହେଉଥିଲେ। ଏହାକୁ ଆଖି ଆଗରେ ରଖୀ ଦଳମତ, ଜାତି ଏବଂ ବିଭିନ୍ନ ସାମ୍ପ୍ରଦାୟର ଭେଦଭାବକୁ ପଛରେ ପକାଇ ରାଜଗାଙ୍ଗପୁରର ଲାଞ୍ଜିବର୍ଣl ଠାରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଉଦଘାଟିତ ହେଇଯାଇଅଛି।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
ରକ୍ତଦାନ ମହତଦାନ
