ରାୟଗଡ଼ା ମା ମଝିଘରିଆଣୀ ପ୍ଲମ୍ୱର ଆଶୋଷିସନ ତରଫରୁ ଶ୍ରୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ରାୟଗଡ଼ା ମା ମଝିଘରିଆଣୀ ପ୍ଲମ୍ୱର ଆଶୋଷିସନ ତରଫରୁ ଶ୍ରୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ।
ସକାଳ ୧୦ ଘଣ୍ଟିକା ସମୟରେ ରାୟଗଡ଼ା ମା ମଝିଘରିଆଣୀ ପ୍ଲମ୍ୱର ଆଶୋଷିସନ ତରଫରୁ ଶ୍ରୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରାୟଗଡା ସହର ସ୍ଥିତ ଆର.କେ.ନଗର ପୂଜା ମଣ୍ଡପରେ ଆୟୋଜିତ ହୋଇଥିଲା। ବହୁତ୍ ସଂଖ୍ୟାରେ ମା ମଝିଘରିଆଣୀ ପ୍ଲମ୍ୱର ଆଶୋଷିସନର ପ୍ରେସିଡେଣ୍ଟ ଶ୍ରୀ ଦାମଦାର ଚୌଧୁରୀ, ଭାଇସ ପ୍ରେସିଡେଣ୍ଟ ଶ୍ରୀ ସୁମନ୍ତ ପରିଡ଼ା,ସେକ୍ରେଟାରୀ ଶ୍ରୀ ପ୍ରଭାତ କୁମାର ପାଢ଼ୀ ଜଏଣ୍ଟ ସେକ୍ରେଟାରୀ ଶ୍ରୀ ଶ୍ରୀକାନ୍ତ ସାମଲ, ଅଡଭାଇଜର ଶ୍ରୀ ମେଘନାଦ ନାୟକ ଯୋଗଦେଇଥିଲେ।ଏହି ପୂଜାକୁ ଶାନ୍ତି ଶୃଙ୍ଖଳା ଓ ସଫଳତାର ସହ ଆୟୋଜନ କରାଯାଇଥିଲା।
ରାୟଗଡ଼ା ରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ ନିଉଜ ଟାଇମସ।

Leave a Reply

Your email address will not be published. Required fields are marked *