“ଆଲୋକର ପର୍ବ ଦୀପାବଳି ଉପଲକ୍ଷେ କନ୍ଧମାଳର ପ୍ରତ୍ୟେକ ପରିବାରଙ୍କୁ ମୋର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ” । ଆଜିର ଏହି ପବିତ୍ର ପର୍ବ ମାତ୍ର ଘରକୁ ଆଲୋକିତ କରିବା ପାଇଁ ନୁହେଁ, କନ୍ଧମାଳର ଉନ୍ନତି, ସମୃଦ୍ଧି ଓ ସମାଜର ସମାନ ଅଧିକାରର ପଥକୁ ଆଲୋକିତ କରିବାର ସୁଯୋଗ । ଆସନ୍ତୁ ଆମେ ସମସ୍ତେ ଏକତାରେ, ଭ୍ରଷ୍ଟାଚାର–ଅନ୍ୟାୟ–ଦୁର୍ନୀତିର ଅନ୍ଧକାରକୁ ଦୂର କରି, ନୂଆ ଆଶା ଓ ସୁଭିତାର ଆଲୋକରେ କନ୍ଧମାଳକୁ ଉଜ୍ଜ୍ବଳ କରିବା।
ଫୁଲବାଣୀରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ମଲ୍ଲିକ।
ଫୁଲବାଣୀରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ମଲ୍ଲିକ
