ନୂଆପଡା ନିର୍ବାଚନ ପରିପେକିରେ ଆମ କ୍ୟାମେରା ଟିମ କୁ ବିଜେଡ଼ି ନେତା ଅମରେଶ ପତ୍ରୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଦେଖନ୍ତୁ ସେ କଣ କହିଛନ୍ତି ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମ୍ପର୍କରେ…..

ବିଜେପିର ବିଧାୟିକା କୁସୁମ ଟେଟେ, ଯିଏ କି ଦଳ ବଦଳର ଅନୁଭୂତିକୁ ସାଉଁଟି ରଖିପାରିଛନ୍ତି। ଆସନ୍ତୁ ଦେଖିବା ତାଙ୍କ ଅନୁଭୂତିକୁ। ଯାହା କି ସେ ଆମ କ୍ୟାମେରା ଟିମ ସମୁଖରେ ପ୍ରକାଶ କରିଛନ୍ତି।

ନୂଆପଡାରୁ ଫଟୋ ନ୍ୟୁଜ ଟାଇମ୍ସର ରିପୋର୍ଟ, ଗିରିଧାରୀ ଲାଲ ଷଡ଼ଙ୍ଗୀ।
