ନୂଆପଡା ଉପନିର୍ବାଚନ ରେ ବିଜେପି ର ପାର୍ଥି ଜୟ ଢୋଲକିଆ ଏକ ପ୍ରକାର ବିଜୟୀ ହେବାକୁ ଯାଉଛନ୍ତି।

ଏହି ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି, ବିଜେପି ର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ନୂଆପଡା ଜିଲ୍ଲା ସଭାପତି ବସନ୍ତ ପଣ୍ଡା ଙ୍କର ଅଟେ। ସେ ଯାହାବିହେଉ ନୂଆପଡା ବିଜେପି କର୍ଯ୍ୟାଳୟ ରେ ଖୁସିର ମାହୋଲ।

ଦେଖନ୍ତୁ ଜୟ ଢୋଲକିୟା ଦେଇଥିବା ମତ ଓ ମନ୍ତବ୍ୟ କୁ।
ନୂଆପଡା ରୁ ତପନ ଦାସ ଏବଂ ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିଉଜ ଟାଇମ୍ସ।
