ଖାକିରେଲାଗିଲାକଳଙ୍କରଦାଗ।ଗଞ୍ଜେଇରଖିବାମହଙ୍ଗାପଡିଲା।ତିନିଜଣଆଇ ଆର ବି ଯବାନଗିରଫହେଲେ l

ଖାକିରେଲାଗିଲାକଳଙ୍କରଦାଗ।ଗଞ୍ଜେଇରଖିବାମହଙ୍ଗାପଡିଲା।ତିନିଜଣଆଇ.ଆର.ବି. ଯବାନଗିରଫହେଲେ l  ବୌଦ୍ଧଜିଲ୍ଲାରୁଫଟୋନ୍ୟୁଜଟାଇମସ୍ରସାମ୍ବାଦିକବାସୁଦେବଷlଣ୍ଢଙ୍କରିପୋର୍ଟ୍।

ଆଇନଶୃଙ୍ଖଳାରକ୍ଷାକରୁଥିବାକର୍ମଚାରୀଯେତେବେଳେଆଇନ୍ଅମାନ୍ୟକରେ,  ତାକୁଦଣ୍ଡିତକରିବାକଷ୍ଟକର।ଏଭଳିଏକଦୃଷ୍ଟାନ୍ତମୂଳକମାମଲାବୌଦ୍ଧଜିଲ୍ଲାରେହୋଇଅଛି।

ଆଇ.ଆର.ବି. ଯବାନକୁବାନ୍ଧିଛିରାଜ୍ୟପୋଲିସ l ଏମିତିଏକଘଟଣାଦେଖିବାକୁମିଳିଛିବୌଦ୍ଧଜିଲ୍ଲାମନମୁଣ୍ଡାଥାନାଅଞ୍ଚଳରେ l  ପୋଲିସବାରେକରେଗଞ୍ଜେଇରଖିଥଲେତିନିଜଣଯବାନ l ଏହିଯବାନମାନେବୌଦ୍ଧ୫ମଆଇଆର୍ବିବାଟାଲିୟନରଅଟନ୍ତି।ଏମାନେମନମୁଣ୍ଡାଥାନାରେକାର୍ଯ୍ୟରତଥିଲେ l ବାରାକରେଗଞ୍ଜେଇରଖିଥବାଜିଲ୍ଲାଆରକ୍ଷୀଅଧିକ୍ଷକକୌଣସିସୂତ୍ରରୁଜାଣିବାପରେଥାନାକୁଆସିବାରାକକୁଯାଇଯାଞ୍ଚକରିଥିଲେ l ଯାଞ୍ଚକରିବାରୁବାରାକରୁଗଞ୍ଜେଇଜବତକରିଥିଲାମନମୁଣ୍ଡାପୋଲିସ l ତେଵେଜବତ୍ଗଞ୍ଜେଇକୁଓଜନକରିବାରୁଗଞ୍ଜେଇରପରିମାଣ୧୫କେଜି୯୩୦ଗ୍ରାମବୋଲିଜଣାପଡିଲା।ଏହିଘଟଣାରେଆଇଆର୍ବିପୋଲିସରକୁନାଲସିଂ,

ତିଲୋଚନରଣା,ନିଲମବରାଳଙ୍କୁପୋଲିସଗିରଫକରିଛି l କେଶନମ୍ବର୧୧୯/୨୫ରୁଜୁତ୍କରିଅଭିଯୁକ୍ତଙ୍କୁକୋଟଚାଲାଣକରିଛିମନମୁଣ୍ଡାପୋଲିସ l

ସେଯାହାବିହେଉପୋଲିସରଏହିକାର୍ଯ୍ୟକୁଅଞ୍ଚଳବାସୀତଥାଓଡିଶାରବୁଦ୍ଧିଜିବୀମାନେପ୍ରଶଂସାକରିଛନ୍ତି।

Leave a Reply

Your email address will not be published. Required fields are marked *