କୋରାପୁଟ ରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

 

ପି. ସାଇ କୁମାର ହେଲେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ଯୋଗିତାର “ମିଷ୍ଟର” ଅନ ଡିଭାଇଏଡ କୋରାପୁଟ।
ସ୍ଥାନୀୟ ଜୟପୁର ସଦର ଦଶରା ପଡିଆ ଠାରେ ମିଷ୍ଟର୍ ଅନ ଡିଭାଇଡେଡ ଏହି ପ୍ରତିଯୋଗିତା ମଧୁ ଜିମଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ସାଂସଦ ଭାବେ ରଘୁ ରାମ ମାଛ , ପୂର୍ବତନ ସାଂସଦ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ରଘୁ ରାମ ପଦଲ, ନରି ମହାନ୍ତି ଚେୟାର ମେନ ପୌର ପରିଷଦ, ଆରତୀ ମହାନ୍ତି, କୋରାପୁଟ ବଡ଼ି ବିଲ୍ଡିଂ ସଂଘ ର ସଭାପତି ମନୋଜ ଆଚାର୍ଯ୍ୟ, ମୁଖ୍ୟ ବିଚାରକ ଭାବେ ଶିବ ରାମ ମହାରଣା, ଓ ସଞ୍ଜୟ ସତପଥି ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର 80 ଜଣ ପ୍ରତିଯୋଗୀ, ୫ଟି ବିଭାଗରେ ଭାଗ ନେଇଥିଲେ ।

ରାୟଗଡ଼ାର ବି ସାଇ, ବାଜୀ ମାରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୀଷ୍ଟର ଅନ ଦିଭାଇଦେଡ କୋରାପୁଟ ଭାବେ ସ୍ଥାନ ଅଧିକାର କରିଥିଲେ। ରାୟଗଡା ର ସମ୍ପାଦକ ଭାବରେ ମନୋରଞ୍ଜନ ଶତପଥୀ, ଟିମ୍ ଲିଡର ଭାବରେ ପ୍ରତାପ ସ୍ୱାଇଁ, ମିଥିନ୍ ଦୋଲେଇ, ସେକ ସର୍କିଲ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *