ଦକ୍ଷ ଅଫିସର ବିଜୟ ଦାସ

 

ରାଜଗାଙ୍ଗପୁର ପୋଲିସ ଚୋରି ଅଭିଯୋଗରେ ଜଡ଼ିତ ଅଭିଯୁକ୍ତ କୁ ଗିରଫ କରିବା ସହ ଚୋରି ହୋଇଥିବା ଟଙ୍କା ଜବତ କରିବାରେ ସଫଳ ହେଲେ। ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ ଙ୍କ ସୁଚନା ମୁତାବକ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଭଗତଟୋଲା ଅଞ୍ଚଳର ସମିର ନାୟକ ସ୍ଥାନୀୟ ବାସିନ୍ଦା ଙ୍କ ଘରର ମୂଖ୍ୟ କବାଟ ଭାଙ୍ଗି ୬୦.୦୦୦ ଟଙ୍କା ଚୋରେଇ ନେଇଥିବା ରାଜଗାଙ୍ଗପୁର ଥାନା କେସ ନଂ ୨୯/୨୬- ୧୩.୧.୨୦୨୬ ଧାରା ୩୩୧(୪)୩୦୫(a)BNS ମାମଲା ରେ କେସ ରୁଜ୍ଜୁ କରାଯାଇଅଛି। ଅବିଳମ୍ବେ ସମିର ନାୟକ କୁ ଗିରଫ କରି ତା ଠାରୁ ଚୋରି ହୋଇଥିବା ୬୦.୦୦୦ ଟଙ୍କା ଜବତ କରାଯାଇ ରାଜଗାଙ୍ଗପୁର ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଆଗକୁ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ବିଜୟ ଦାସ ସୁଚନା ଦେଇଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ଓ ଫଟୋ ନିୟୁଜ ଟାଇମସ।

Leave a Reply

Your email address will not be published. Required fields are marked *