ଜିଲ୍ଲାପାଳ ଙ୍କ ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି

 

ରାଜଗାଙ୍ଗପୁର ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଙ୍କ ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।


ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରାଜଗାଙ୍ଗପୁର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଏସପି ଅମ୍ରିତପାଳ କୌର, ଉପଜିଲ୍ଲାପାଳ ତେଜସ୍ୱୀନି ବେହେରା,ଭିଡିଓ ସୁରଞ୍ଜନ ସାହୁ, ବିଡ଼ିଓ ଅକ୍ଷୟ କୁମାର ବାଗ ତହସିଲଦାର ଜଗବନ୍ଧୁ ମଲ୍ଲିକ ପୈରପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ଏସଡିପିଓ ବିଭୁତି ଭୁଷଣ ଭୋଇ ଥାନା ଅଧିକାରୀ ବିଜୟ କିଶୋର ଦାଶ,ଏଇ ପ୍ରିତୁସ ଆଚାର୍ଯ୍ୟ ଉପସ୍ଥିତ ଥିଲେ।


ରାଜଗାଙ୍ଗପୁର ରୁ ଫୋଟୋ ନିୟୁଜ ଟାଇମ୍ସ ବ୍ୟୁରୋ।

Leave a Reply

Your email address will not be published. Required fields are marked *