ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କର ବଜେଟ ସମ୍ବଧିୟ ଅଭିଭାଷଣ ପୂର୍ବରୁ କିଛି ମତ “ବେଲପଚିଲେ କାଉର କି ଲାଭା ହୁଏ”

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କର ବଜେଟ ସମ୍ବଧିୟ ଅଭିଭାଷଣ ପୂର୍ବରୁ କିଛି ମତ ଓ ମନ୍ତବ୍ୟ ଗୁଂଜରଣ ହେଉଥିଲା ଯେ “ବେଲପଚିଲେ କାଉର କି ଲାଭା ହୁଏ” ଏହି ରାଜ୍ୟ ବଜେଟ ରେ ସବୁ ବର୍ଗ ପ୍ରତି ସରକାର ଦୃଷ୍ଟି ଦେଇଛନ୍ତି। କିନ୍ତୁ ସାମ୍ବାଦିକ ମାନଙ୍କ ପ୍ରତି ବଜେଟ ରେ କିଛି ଵେବସ୍ତା ନାହିଁ। ସେ ଯାହା ବି ହେଉ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରେ ରଖିଛନ୍ତି ଯେ ଋଣ କରି ସଦୁପଯୋଗ କଲେ ଜେଭଳି ପରିବାର ସ୍ୱଛଳ ହୁଏ ସେହିପରି ସରକାର କରୁଥିବା ଋଣ ର ସଦୁପଯୋଗ କଲେ ରାଜ୍ୟ ର ମଙ୍ଗଳ ହେବ। ଆସନ୍ତୁ ଶୁଣିବା ଡବଲ ଇଂଜିନ ସରକାର ଙ୍କର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟ ବଜେଟ ସମ୍ପର୍କ ରେ କଣ କହୁଛନ୍ତି। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *