ଆମେ ଫୋଟୋ ନିୟୁଜ ଟାଇମ୍ସ ତରଫରୁ ତେର ବର୍ଷ ରୁ ଉର୍ଦ୍ଧ କାଳ ମନ୍ତ୍ରୀ ରହିଥିବା ବିଜେଡି ଦଳର ବରିଷ୍ଠ ନେତା ଦେବି ମିଶ୍ର ଙ୍କ ସହିତ ଆଲୋଚନା କରୁଅଛୁ। ତାଙ୍କର ସ୍ମୃତି ଆଉ ଅନୁଭୁତି କୁ କ୍ୟାମେରା ମଧ୍ୟମ ରେ ସଗୃହିତ କରି ପ୍ରସାରଣ କରୁଅଛୁ। ତାଙ୍କର କର୍ମୀ ହିସାବରେ ରାଜନ୍ୟତିକ କ୍ୟାରିଅର,

କର୍ମୀ ବତ୍ସଳତା ଏବଂ ଭୋଟର ମାନଙ୍କ ପ୍ରତି ରହିଥିବା ଦାୟିତ୍ୱ ସମ୍ପର୍କ ରେ ଅବଗତ କରାଇଛନ୍ତି। ସେ ଯାହାବି ହେଉ ଶ୍ରୀ ମିଶ୍ର ବିଜେଡି ଦଳର ପତାକା ର ଟେକକୁ ସବୁ ସମୟରେ ବଜାଇ ରଖିଛନ୍ତି।ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ। ଆସନ୍ତୁ ଦେଖିବା ସେ ଫୋଟୋ ନିୟୁଜ ଟାଇମ୍ସ କୁ ଦେଇଥିବା ଏକ୍ସ୍ଲୁସିଭ ମତ ଓ ମନ୍ତବ୍ୟ।
