ନିୟୁଜ ର ପ୍ରଭାବ

“ଫୋଟୋ ନିୟୁଜ ଟାଇମ୍ସ” ରେ ପ୍ରସାରିତ ନିୟୁଜ ର ପ୍ରଭାବ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟନନ୍ଦ ଗଣ୍ଡ ଏହି ନିୟୁଜ କୁ ଗୁରୁତ୍ୱର ସହ ନେଇ ତଦନ୍ତପାଇଁ ବିଭାଗୀୟ ଅଧିକାରୀଙ୍କୁ ଦେଇଛନ୍ତି ।

ପ୍ରକାଶ ଥାଉକି ହୋମିଓ ଡାକ୍ତର ରାଜକିଶୋର ମିଶ୍ର ଙ୍କ ସାନଭାଇ ନବକିଶୋର ମିଶ୍ର ଯେକି ଖଣ୍ଡପଡା ବ୍ଲକ ଅନ୍ତର୍ଗତ ନିମପାଟଣା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ତାଙ୍କ ସାର୍ଟିଫିକେଟ ଏବଂ ସରକାରୀ ଵିଧି ବ୍ୟବସ୍ତା ରେ ଥିବା ନିୟମ ର ତଦନ୍ତ ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ନିର୍ଦେଶ ଦେଇଛନ୍ତି।ନୟାଗଡ଼ ଡ଼ି. ଇ.ଓ. ଏବଂ ଖଣ୍ଡପଡା ବି. ଇ.ଓ. ଏହାର ତଦନ୍ତ କରୁଛନ୍ତି।ସୂର୍ଯ୍ୟନାରାୟଣ ମହାନ୍ତି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *