ବିଜେଡି ଦଳ ଦ୍ୱାରା ପରିଚାଳିତ ହେଉଥିବା ଏକ ଟିଭି ଚ୍ୟାନେଲ ଏବଂ ଦୈନିକ ଖବରକାଗଜ ନିମ୍ନଗାମି ହୋଇଅଛି

ବିଜେଡି ଦଳ ଦ୍ୱାରା ପରିଚାଳିତ ହେଉଥିବା ଏକ ଟିଭି ଚ୍ୟାନେଲ ଏବଂ ଦୈନିକ ଖବରକାଗଜ ନିମ୍ନଗାମି ହୋଇଅଛି। ଉକ୍ତ ମିଡ଼ିଆ ହାଉସ ଏକପ୍ରକାର ଦୁର୍ନୀତି ଖୋର ବିଲଡର ମାନଙ୍କ ଟଙ୍କା ରେ ପରିଚାଳିତ ହେଉଥିଲା। ଏହି ବିଲଡର ମାନେ ସାଧାରଣ ଲୋକଙ୍କ ଜମିକୁ ଠକୁ ଥିଲେ, ଗ୍ରାହକ ମାନଙ୍କର ଆଡ଼ଭାନ୍ସ ଟଙ୍କାକୁ ବିଭିନ୍ନ ଅଳଦେଖାଇ ଠକୁଥିଲେ। ସେମାନଙ୍କୁ ଭୁବନେଶ୍ୱର ର ଜଣେ ବିଜେଡି ବିଧାୟକ, ବିଜେଡି ନେତା ମାନସ ମଙ୍ଗରାଜ ଏବଂ ଜଣେ ପୋଲିସ ର ଉଚ୍ଚ ଅଧିକାରୀ ସହଯୋଗ କରୁଥିଲେ। ଜନସାଧାରଣଙ୍କ ଭଏସ ବୋଲି ନିଜକୁ ଦର୍ଶାଉଥିବା ଏହି ମିଡ଼ିଆ ହାଉସ ବାସ୍ତବ କ୍ଷତ୍ରରେ ପାହାଳ ଅଞ୍ଚଳର କିଛି ଦୁର୍ନୀତି ଗ୍ରସ୍ତ ବିଲଡର ଏବଂ ଜମି ମାଫିଆଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ସରକାରଙ୍କର ଓ. ଏସ. ଡ଼ି.ମାନଙ୍କୁ ବଡ଼ପଦବୀରେ ଥଇଥାନ କରାଇ ନିରୀହ ଗ୍ରହକମାନାମକୁ ମାଫିଆ ମାନଙ୍କ ସାହାର୍ଯ୍ୟ ରେ ଲୁଟୁଥିଲେ। ଏମାନଙ୍କର ମୁଖ୍ୟ ସହାୟକ ଥିଲେ ଭୁବନେଶ୍ୱର ର ବିଜେଡି ବିଧାୟକ ସୁଶାନ୍ତ ରାଉତ।
ସେ ଯାହା ବି ହେଉ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ପାଖରେ ଥିବା ଓକିଲ ବୁଦ୍ଧି ନିଷ୍ଠାପର ସେବା ମନବୃତି ଯୋଗୁ ଠକ ବିଲଡର ମାଙ୍କର ଏକ ପ୍ରକାର କାର୍ଯ୍ୟ ଠପ ହୋଇଯାଇଛି।ORERA ଏକ ପ୍ରକାର ସ୍ଵଛ ଏବଂ ସରଳ ହୋଇଛି। ଜମିଜମା ସଂକ୍ରାନ୍ତିଅ ନିଅମ ସରଳ ହୋଇଛି। ସବକୋଲେକଟର, ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ମାନେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଭୟ କରୁଛନ୍ତି। ବିଗତ ଦିନରେ ବିଧାୟକ ସୁଶାନ୍ତ ରାଉତଙ୍କ ଛାତ୍ର ଛାୟା ତଳେ ଚାଲିଥିବା ଦୁର୍ନୀତିର ଇନକ୍ୱାରୀ ହେବାର ଆବଶ୍ୟକତା ଅଛି ବୋଲି ମତପ୍ରକାଶ ପାଉଛି। ଏହା ପ୍ରମାଣ କରୁଛିଯେ ଖବର କାଗଜ ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଏ। କିନ୍ତୁ ବିଜେଡି ସରକାର ଙ୍କ ସମୟରେ ସାଧାରଣ ନିରୀହ ଲୋକଙ୍କ ଧନ ଏବଂ ଜମି ଯମାକୁ ଆତ୍ମାସାଦ କରି ଏହି ବିଜେଡି ସମର୍ଥିତ ମିଡ଼ିଆ ହଉସ କରିଥିଲା।ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *