ରାଜ୍ୟସଭା ପାର୍ଥି ଦିଲୀପ ରାୟ ତାଙ୍କ କଥାରେ ଅଛନ୍ତି ଶାସକ ଦଳ।

ଫଟୋ ନିୟୁଜ, “ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା। ରାଜ୍ୟସଭା ପାର୍ଥି ଦିଲୀପ ରାୟ ହେଉଛନ୍ତି ଜଣେ ସଫଳ ବ୍ୟକ୍ତିତ୍ୱ। ତାଙ୍କ କଥାରେ ଅଛନ୍ତି ଶାସକ ଦଳ। ବିରୋଧୀ କଂଗ୍ରେସ କୁ ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବାର ସାମର୍ଥ ଶ୍ରୀ ରାୟ ରଖିଛନ୍ତି। କେବଳ ଟିଭି ଡିବେଟ କୁ ପ୍ରଭାବିତ କରିବାପାଇଁ ବିଜେଡି ଏବଂ କଂଗ୍ରେସ ମତ ଓ ମନ୍ତବ୍ୟ ରଖୁଛନ୍ତି। ବାସ୍ତବରେ ହର୍ସ ଟ୍ରେଡିଙ୍ଗ ର ଏକପ୍ରକାର ନୂଆ ଫର୍ମୁଲା ଏହି ରାଜ୍ୟସଭା ନିର୍ବାଚରେ ଦେଖିବାକୁ ମିଳୁଛି। ଆମ ପ୍ରେଡିକସନ ହେଉଛି ଦିଲପ ରାୟ ଚତୁର୍ଥ କ୍ୟାଣ୍ଡେଡ ଭାବେ ଜିତିବେ। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *