ଫଟୋ ନିୟୁଜ, ” ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା। ବିଜେଡି ଯେଇଁ ଭାଳି କର୍ମ କରିଛି ତାର କର୍ମ ଫଳ ଭୋଗୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଜେଡି ଦଳ ଟଙ୍କା, ପାୱାର ଏବଂ ବାହୁ ବଳ ବ୍ୟବହାର କରି ନେତା ମାନଙ୍କୁ କର୍ମୀ ମାନଙ୍କ ଠାରୁ ଦୁରେଇ ବଚସ୍କର କରି ରଖୁଥିଲେ। ସେ ତାର ପ୍ରକୁତ ଜବାବ ଏହି ରାଜ୍ୟସଭା ନିର୍ବାଚନ ରେ ପାଇଛନ୍ତି। ପୁରୁଣା ଦିନର କଥା ସ୍ୱାଧୀନ ବିଧାୟକ ସ୍ୱର୍ଗତ ମାନସ ମାଲିକ, ରାଜ୍ୟସଭା ନିର୍ବାଚନ ରେ ଦିଲପ ରାୟ କୁ ସାହାର୍ଯ୍ୟ କରି ଜିତାଇ ଥିବା ଯୋଗୁଁ ତାଙ୍କ ଆଣ୍ଡକୋଷ କୁ ବିଜେଡି ର ବିଧାୟକ ମାନେ ସର୍ଗତ ପ୍ରଦୀପ ମହାରଥୀଙ୍କ ଲିଡରସିପ ରେ ପବିତ୍ର ଗୃହର କ୍ୟାମେରା ଆଢୁଆଳ ରେ ଗୋଇଠା ମାରି ଫଟାଇ ଦେଲେ। ପରବର୍ତୀ ସମୟରେ ଚିକିତ୍ସିତ ହେଲେ କିନ୍ତୁ ବେଶୀ ଦିନ ବଞ୍ଚିଲେ ନାହିଁ। ରାଜ୍ୟନ୍ୟତିକ ସମୀକ୍ଷ କ ମାନେ କହୁଛନ୍ତି ଯେ ବିଜେଡି ଦଳ ଚଳିତ ରାଜ୍ୟସଭା ନିର୍ବାଚନ ରେ ନିଜେ ଖୋଳିଥିବା ଖାଲ ରେ ପଡି ଚିତ୍କାର କରୁଛି। ଏହା ଟ୍ରେଲର ମାତ୍ର। ଫିଲ୍ମି ପୁରା ବାକିଅଛି ବୋଲି ରାଜନ୍ୟତିକ ସମୀକ୍ଷ କ ମାନେ ମତ ଦେଉଛନ୍ତି।
ପ୍ରତାପ ଦେବ ପ୍ରଥେମେ ଦଶ ଜଣ ସଚୋଟ ବିଜେଡି ନେତାଙ୍କ ନାମ ଘୋଷଣା କରନ୍ତୁ। ଏବଂ ପରେ ବେଈମାନ ଙ୍କୁ ଦଳ ଛାଡିବା କଥା କହିବେ ବୋଲି ବିଜେଡି କର୍ମୀ ମାନେ ଚର୍ଚ୍ଚା କରୁଛନ୍ତି।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
ବିଜେଡି ଯେଇଁ ଭାଳି କର୍ମ କରିଛି ତାର କର୍ମ ଫଳ ଭୋଗୁଛି
