ବାଘ ଛାଲ ଡିଲ ସମୟରେ ମାଡିବସିଲା ବନ ବିଭାଗ।

ଗୋଟିଏ କଲରା ପତ୍ରିଆ ବାଘ ଛାଲ ଜବଦ କରିବା ସହିତ 8 ଜଣଙ୍କୁ ଗିରଫ କରିଛି ବନବିଭାଗ,।

ବାଘ ଛାଲ ଡିଲ ଚାଲିଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ମାଡିବସିଲା ବନବିଭାଗର ଟିମ।ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଗପୁରୁ ରେଞ୍ଜଅଞ୍ଚଳ ରିଭଲ କଣା ଗ୍ରାମରେ ଏହି ଡିଲ ଚାଲିଥିବା ସମୟରେ, ରାୟଗଡା, ଟିକିରି ଏବଂ କଳାହାଣ୍ଡି ବନ ବିଭାଗ ପକ୍ଷରୁ 26 ଜଣିଆ ଟିମ ଏହି ରେଡ଼ରେ ସାମିଲ ଥିଲେ। ଗିରଫ ବ୍ୟକ୍ତି ମାନେହେଲେ,1-କଳାହାଣ୍ଡି ଜିଲ୍ଲାର ଜିତେନ୍ଦ୍ର ବେନିଆ,2ମୁରୁଗା ମାଝୀ, ଇ ଯେ ରାଓ, କଲ୍ୟାଣସିଙ୍ଗିପୁରୁ ବ୍ଲକ ରିବଲ କଣା ଗ୍ରାମରୁ, ଭାରତ ନାଚିକା,, ଏବଂ ରାୟଗଡାଜିଲ୍ଲାରୁ ସୀମାଦ୍ରୀ ତଡିଙ୍ଗି, କୈଳାସ ଜାନୀ,ପ୍ରଶାନ୍ତ କଡ୍ରlକା ଏବଂ ଧର୍ମା ପତିକା,ଆଗକୁ ଗିରଫ କରିବା ସହିତ ପଚରା ଉଚୁରା ଜାରି ରଖିଛି ବନ ବିଭାଗ, ଏହି ଗିରଫ ଦାରୀ ବଢ଼ି ପାରେ ବୋଲି ସୂଚନା ଦେଇଛି ରାୟଗଡ଼ା ବନ ବିଭାଗ।ରାୟଗଡା ରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *