ମେହେରୁଣୀ ପୋଲ ବ୍ରିଜ଼ ନିକଟ ସିରିଜ ଦୁର୍ଘଟଣା

ମେହେରୁଣୀ ପୋଲ ବ୍ରିଜ଼ ନିକଟ ସିରିଜ ଦୁର୍ଘଟଣା l
ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ଥାନା ମେହେରୁଣୀ ପୋଲ ବ୍ରିଜ଼ ନିକଟ ରେ ସିରିଜ ଦୁର୍ଘଟଣା l ଟାୟାର ଫାଟି ଠିଆ ହୋଇଥିବା ଟ୍ରକ କୁ ପଛ ପଟୁ ପିଟିଲା ଅନ୍ୟ ଏକ ଟ୍ରକ l ଏହା ସହ ପୁଣି ଏକ ମାଛ ନେଇ ଆସୁଥିବା ପିକପଭେନ ସେହି ପଛପଟ ଟ୍ରକ କୁ ଵାଡେଇ ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l

ତେବେ ଏହି ସିରିଜ ଦୁର୍ଘଟଣା ରେ କାହାର କ୍ଷତି ଘଟିନ ଥିବା ବେଳେ ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *