ରାଜ୍ୟ ସ୍ୱତନ୍ତ୍ର

ଦୟା ପ୍ରଦୂଷଣ ମୃତ୍ୟୁ ପାଇଁ ଦାୟୀ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକ ବିରୁଦ୍ଧରେ ଖାରବେଳ ଥାନାରର ଏତଲା ଦେଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ଦୟାର ପ୍ରଦୂଷିତ ବିଷାକ୍ତ ପାଣି ବ୍ୟବହାର କରି କଣାସ ବ୍ଲକର ଚାରି ଜଣଙ୍କ ମୃତ୍ୟୁ ସହିତ ଶତାଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସହିତ…