ଘଣ୍ଟପର୍ବ ଆରମ୍ଭ

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଘଣ୍ଟପର୍ବ ଆରମ୍ଭ ।
ରାୟଗଡ଼ ସହରର ଆମ୍ବାଗୁଡାସ୍ଥିତ ଘଣ୍ଟପର୍ବ ପାଳିତ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରାତ୍ର ୯ଘଣ୍ଟିକା ସମୟରେ ସ୍ଥାନିୟ ଅଂଚଳର ଶହ ଶହ ଲୋକ ଏକତ୍ରିତ ହୋଇ ବିରାଟ ବଡ଼ ଶୋଭାଯତ୍ରା କରି ମଝିଘରିଆଣି ମନ୍ଦିରରେ ପୁଜା ପାଉଥିବା ଖଣ୍ଡାକୁ ଏକ ସୁସଜ୍ଜିତ ସବାରିରେ ଆଣିଥିବା ଦେଖିବାକୁ ମିଳିଛି। ବୁଧୁବାର ୧୩ତାରିଖ ଠାରୁ ୧୭ତାରିଖ ରବିବାର ପର୍ଯ୍ୟନ୍ତ
ମହାଆଡମ୍ବରରେ ପାଳିତ ହେବ ମା ମଝିଘରିଆଣୀଙ୍କ ଘଣ୍ଟଯାତ୍ରା। ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସ୍ଥାନୀୟ ଅଞ୍ଚଳର ଜେ.ଏସ.କୋ ପଡ଼ିଆ ଠାରେ ଏହି ପର୍ଵ ପାଳିତ ହୋଇ ଆସୁଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କଳାକାର ମାନେ ଆସି ଏଠାରେ ସାସ୍କୃତିକ କାର୍ଯକ୍ରମ ମାଧ୍ଯମରେ ଦର୍ଶକ ମାନଙ୍କୁ ନିଜ କଳା ମାଧ୍ଯମରେ ଉତ୍ସାହିତ କରିବା ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥାଆନ୍ତି ବୋଲି ବିଧାୟକ କାଡ୍ରାକା ଆପଲ୍ଲା ସ୍ୱାମୀ କହିଛନ୍ତି। ୫ ଦିନ ଧରି ହେବାକୁ ଥିବା ଏହି ପବିତ୍ର ଅବସରରେ ରାୟଗଡ଼ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ମାଆଙ୍କ ପର୍ବ ଦେଖିବାକୁ ଆସନ୍ତୁ ଏବଂ ରାୟଗଡ଼ ଶାନ୍ତି ର ସମୃଦ୍ଧି କାମନା କରନ୍ତୁ।ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *