ରୋଗୀ ମାଙ୍କର ଭାଗ୍ୟ ଏବେ ସୁରକ୍ଷା କର୍ମୀଙ୍କ ହାତରେ।

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ,ନିୟୁଜ ରୁମ କୁ।
କ୍ୟାପିଟାଲ ଡାକ୍ତରଖାନା ରେ ସୁରକ୍ଷା କର୍ମୀ ଙ୍କ ରାଜ। ରୋଗୀ ମାଙ୍କର ଭାଗ୍ୟ ଏବେ ସୁରକ୍ଷା କର୍ମୀଙ୍କ ହାତରେ। ସେମାନେ ସ୍ଥିର କରୁଛନ୍ତି ରୋଗୀକୁ କେଉଁ ଡାକ୍ତର ଚିକିତ୍ସା କରିବେ। ସରକାରୀ ବ୍ୟବସ୍ଥା ରେ ଅଛି ଯେ ସକାଳ 9ଟାରେ ରୋଗୀ ସେବା ଆରମ୍ଭ ହେବ କଥା କିନ୍ତୁ ଏବେ ତାହା ହେଉନାହିଁ। ସୁରକ୍ଷା କର୍ମୀ ମାନେ ବିଳମ୍ବ ରେ ଆସୁଛନ୍ତି ଏବଂ ପଇସା ନେଇ ଲାଇନ ରେ ଥିବା ରୋଗୀମାନଙ୍କୁ ଉପେକ୍ଷା କରି ଡାକ୍ତର ମାନଙ୍କ ପାଖକୁ ଚିକିତ୍ସା ପାଇଁ ପଠାଉଛନ୍ତି।ଡାକ୍ତର ଖାନରେ କର୍ତ୍ତୃପକ୍ଷ ଟେଣ୍ଡର ମାଧମ ରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରୁଛନ୍ତି। ଏମାନଙ୍କୁ କେଉଁ କାମ ଦିଅ ଯିବା ତାହା ମାର୍ଗ ଦର୍ଶିକାରେ ପ୍ରକାଶିତ ହୋଇଅଛି। ଏମାନେ କିନ୍ତୁ ପ୍ରାଇଭେଟ କେଲିନିକ ମାନଙ୍କର ଦଲାଲ ସାଜିଛନ୍ତି।ପ୍ରକାଶ ଥାଉ କି ଏଥିରେ ରୋକ ଲଗାନଗଲେ ସରକାରୀ ସ୍ୱାସ୍ଥ୍ୟ ସେବା ଗରିବ ରୋଗୀମାନଙ୍କ ପାଇଁ ସତ ସପନ ହେବ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *