ଆଜି ଜିତୁ ମୁଣ୍ଡାଙ୍କ ଘରେ ସୁଦ୍ଦୀକ୍ରିୟା

[5:47 pm, 6/5/2026] News Photonewstimes Gavarnar House Whats Of: ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କର ଜିଲ୍ଲା ତଥା ଖଣିଜ ସମ୍ପଦ ରେ ଭରପୁର ଅଞ୍ଚଳ କେଉଁଝର ର ଘଟଗାଁ ତାରିଣୀ ପୀଠ ନିକଟ ରେ ଘଟିଥିବା ଘଟଣା ସାରା ଓଡିଶା ରେ ଚହଳ ପକେଇଦେଇଛି। ଜଣେ ନିରୀହ ତଥା ଅଶିକ୍ଷିତ ବ୍ୟକ୍ତି ବ୍ୟାଙ୍କ ରୁ ଟଙ୍କା ଉଠାଇବା ପାଇଁ ଶବକୁ ଖୋଳି ଗ୍ରାମୀଣ ବ୍ୟାଙ୍କ କୁ ଆଣିଥିବା ଖବର ସୂଚାଇଦେଉଛି ଯେ କେଉଁଝର ଜିଲ୍ଲା କେତେ ଉର୍ନତ। ପ୍ରକାଶ ଥାଉକି ଆଜି ଏହି ମୃତ ମହିଳା ଙ୍କର ଦଶ ଶୁଦ୍ଧିକ୍ରିୟା ଦ୍ୱତୀୟ ଥର ପାଇଁ କରାଯାଉଛି। ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ହେଉଛି ଯେ ଏହା କେବଳ ରାଜନୀତିକ ଫାଇଦା ଏବଂ ମିଡ଼ିଆ କଭରେଜ ପାଇଁ କରାଯାଉଛି।
କେଉଁଝର ରୁ ମନୋଜ ପାତ୍ର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
[5:47 pm, 6/5/2026] News Photonewstimes Gavarnar House Whats Of: ଟଙ୍କା ପାଇଁ କଙ୍କାଳ ନେଇ ଯିବା ଘଟଣା ରେ ଆଜି ଜିତୁ ମୁଣ୍ଡାଙ୍କ ଘରେ ସୁଦ୍ଦୀକ୍ରିୟା, ସାମିଲ ହେବେ 4ସହରୁ ଉର୍ଦ୍ଧ ଜାତିଭାଇ, ସେମାନଙ୍କ ପାଇଁ କୁକୁଡା ମାଂସ, ହାଣ୍ଡିଆ ବ୍ୟବସ୍ଥା ଏବଂ ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି ଜିତୁ. ପୋତା ଯାଇଥିବା ଶବକୁ ପୁନର୍ବାର ଛୁଇଁ ଥିବାରୁ ବାସନ୍ଦ ଭୟରେ ପୁଣିଥରେ ସୁଦ୍ଦୀକ୍ରିୟା ହେଉଛନ୍ତି ଜିତୁଙ୍କ ପରିବାର।

Leave a Reply

Your email address will not be published. Required fields are marked *