ରାଜଗାଙ୍ଗପୁର ନୀଳଚକ୍ର ଶାଖା ସଭାପତି, ବିଶିଷ୍ଟ ସମାଜସେବୀ ଓଡ଼ିଶା ସାହିତ୍ୟ ସଂସ୍କୃତି ପରମ୍ପରା କଲା ଭାଷା ଜଗନ୍ନାଥ ସଂସ୍କୃତି ପ୍ରେମୀ ବିଭିନ୍ନ ଓଡ଼ିଆ ସ୍କୁଲ ର ଉପଦେଷ୍ଟା ସଦସ୍ୟ ସ୍ୱର୍ଗୀୟ ରବିନାରାୟଣ ବିନୋଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବାଣ୍ଟୁପଡାସ୍ଥିତ ବାସଭବନ ଠାରେ ରାଜଗାଙ୍ଗପୁର ବିଧାନ ସଭା ର ମାନ୍ୟବର ବିଧାୟକ ଡଃ ସିଏସ ରାଜନ୍ ଏକ୍କା ଯୋଗଦାନ କରି ତାଙ୍କର ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏହି ଅବସରରେ ଟାଉନ କଂଗ୍ରେସ ସଭାପତି ତଥା ବିଧାୟକ ପୈରପାଳିକା ପ୍ରତିନିଧି ସ୍ୱର୍ଗୀୟ ରବିନାରାୟଣ ବିନୋଦ ଙ୍କ

ପୁତ୍ର ଦେବରଞନ ବିନୋଦ ସେ ପରିବାର ରାଜଗାଙ୍ଗପୁର ସହର ର ମାନ୍ୟଗଣ୍ୟ ବ୍ୟକ୍ତି ସାମାଜିକ ସଂଗଠନ ନୀଳଚକ୍ର ସଦସ୍ୟ ବିଭିନ୍ନ ରାଜନୈତିକ ଦଳର ନେତା କର୍ମୀ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳର ଜନସାଧାରଣ ଲୋକ ଯୋଗଦାନ କରି ତାଙ୍କର ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇ ଆତ୍ମା ର ସଦଗତି କାମନା କରିଥିଲେ। ରାଜଗାଙ୍ଗପୁର ସହର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ
