ବାଙ୍କୀ ନିର୍ବାଚନ ମଣ୍ଡଳି ଯାହାକି ଏକ ପ୍ରକାର ବିଜେଡି ଗଡ଼ ଏଠାରେ କର୍ମୀ ତିନିଫାଳ

ଫଟୋ ନିୟୁଜ, “ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା। ବାଙ୍କୀ ନିର୍ବାଚନ ମଣ୍ଡଳି ଯାହାକି ଏକ ପ୍ରକାର ବିଜେଡି ଗଡ଼ ରୂପେ ପରିଚିତ। ଏବେ କିନ୍ତୁ ଏହା ବିଜେଡି କବଜା ରେ। ଏଠାରେ କର୍ମୀ ତିନିଫାଳ ବଜେପି ର ବାଙ୍କୀ ଏମ. ଏଲ.ଏ ପାର୍ଥି ତୁଷାରକାନ୍ତି ଚକ୍ରବର୍ତ୍ତୀ, ସଞ୍ଜୟ ପାଢି ଏବଂ ବର୍ତମାନ ର ବିଧାୟକ ଦେବିରଞ୍ଜନ ତ୍ରିପାଠୀ ହେଉଛନ୍ତି ବର୍ତମାନ ର ବଜେପି ନେତା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରୀ ଚକ୍ରବର୍ତ୍ତୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମର୍ଥିତ।

ସଞ୍ଜୟ ପଢି ହେଉଛନ୍ତି ମନମୋହନ ସାମଲ ଙ୍କ ନିଜ ଲୋକୋ। ବିଧାୟକ ଦେବିରଞ୍ଜନ ତ୍ରିପାଠୀ କ୍ରସ ଭୋଟିଙ୍ଗ କରିବା ପରେ ସେ ଅମିତ ସାହାଙ୍କ ଆଶ୍ରିବାଦ ପାଇଛନ୍ତି। ବର୍ତମାନ ଦେବିରଞ୍ଜନ ତ୍ରିପାଠୀ ଏବଂ ପ୍ରଭାତ ତ୍ରିପାଠୀ ଦଳର କର୍ମୀଙ୍କୁ ମନାଇବା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ବାଙ୍କିରେ ରୋଡଶୋ ଏବଂ କର୍ମୀ ସମ୍ବିଳନୀ ଚଳାଇଛନ୍ତି।

ଆମ ସର୍ଭେ ରିପୋର୍ଟ ଅନୁଯାଇ ଏହି କଳିର କୌଣସି ପ୍ରକାର ଫାଇଦା ଦେବାଶିଷ ପଟନାୟକ ପାଇପାରିବେ ନାହିଁ।


ଭୁବନେଶ୍ୱର ରୁ ଫଟୋ ନିୟୁଜ ଟାଇମ୍ସ ର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *