ଭୁବନେଶ୍ୱର ରେ ବିଭସ୍ୟ ହତ୍ୟା

ମୁଁ ବର୍ଷା ଫଟୋ ନିୟୁଜ, “ନିୟୁଜ ରୁମ “କୁ ସ୍ୱାଗତ କରୁଛି। ଭୁବନେଶ୍ୱର ରେ ବିଭସ୍ୟ ହତ୍ୟା।

ସ୍ତ୍ରୀକୁ ପରିବା କଟା ଛୁରୀରେ ତଣ୍ଟି କାଟି ହତ୍ୟା କଲେ ସ୍ୱାମୀ।
ମୃତ ସ୍ତ୍ରୀ ଙ୍କ ନାମ ପ୍ରିୟମ୍ବଦା ଷଢଙ୍ଗୀ ହୋଇଥିଲାବେଳେ ଅଭିଯୁକ୍ତ ସ୍ୱାମୀ ଙ୍କ ନାମ ଦେବରାଜ ଷଢଙ୍ଗୀ |

ଭୁବନେଶ୍ୱର ଏୟାରଫିଲଡ ଥାନା ଅଂଚଳ ରେ ଘଟିଛି ଏହି ଘଟଣା |
ଘଟଣା ସ୍ଥଳରେ ଫରେନସିକ ଟିମର ତନାଘନା |
ପାରିବାରିକ କଳହ ଓ ମାନସିକ ଚାପ ଯୋଗୁ ହତ୍ୟା କରିଥିବା ସୂଚନା |


ଅଭିଯୁକ୍ତ ରିଟାଡ଼ ସିନିଅର ଏକାଉଟେଣ୍ଡ ଥିଲେ। ଦୁଇବର୍ଷ ତଳେ ରିଟାଡ଼ କରିଥିଲେ |
ଭୁବନେଶ୍ୱର ରୁ କ୍ରାଇମ ରିପୋର୍ଟ ର ଦୁର୍ଗା ମହଲା ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *