ସ୍ଥାୟୀ ଦରମା ଦାବୀ ରେ ସପୋର୍ଟ ଷ୍ଟାଫ ଙ୍କ ଗଣ ଧାରଣା।
ସ୍ଥାୟୀ ଦରମା ଦାବୀ ରେ ରାୟଗଡା ଜିଲ୍ଲା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସୋମବାର ଠାରୁ ବିଭିନ ବ୍ଲକ କାର୍ଯ୍ୟଲୟ ସମୁଖ ରେ ଧାରଣା ରେ ବସିଛନ୍ତି l ରାୟଗଡା ବ୍ଲକ ର 28ଟି ପଞ୍ଚାୟତ ସମସ୍ତ କମ୍ୟୁନିଟି ସପୋର୍ଟ ବ୍ଲକ ଜିଲ୍ଲା ବ୍ଲକ କାର୍ଯ୍ୟଲୟ ର ଫାଟକ ସମୁଖ ରେ ଧାରଣା ରେ ବସିଛନ୍ତି l ସରକାର ଆମ ଦାବୀ ନ ଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳ ଜାରି ରହିବ ବୋଲି କହି ଛନ୍ତି l ସ୍ଥାୟୀ ଦରମା ର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣ ରେ ବସିବୁ ବୋଲି ପ୍ରକାଶ କରି ଛନ୍ତି l ସୋମବାର ଠାରୁ ଗଣ ଧାରଣା ରେ ବସିବା ପାଇଁ ରାୟଗଡା ଜିଲ୍ଲା ର ସଙ୍ଘ ତରଫ ରୁ ନିଆ ଯାଇ ଥିବା ନିଷ୍ପତି ସୁମିତ୍ରା ତୁରୁକୁ.କସ୍ତୁରୀ କିଲାକା.ପାର୍ବତୀ ମଣ୍ଡାଙ୍ଗି.ପ୍ରକାଶ କରିଛନ୍ତି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।
ସ୍ଥାୟୀ ଦରମା ଦାବୀ ରେ ସପୋର୍ଟ ଷ୍ଟାଫ ଙ୍କ ଗଣ ଧାରଣା।
