ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ‘ we state you investigate ‘। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲତାଯୁର ପେକ୍ସ ରେ ଧାନ କିଣାକୁ ନେଇ ବଦ୍ଧ ଚାଷୀଙ୍କୁ ଆକ୍ରମଣ। ସୂଚନା ଅନୁସାରେ କୁଲତାଯୁର ପେକ୍ସ୍ ମଣ୍ଡି ରୁ କିଛିଦିନ ହେଲା ଉଠୁନି ଧାନ l ଚିନ୍ତା ରେ ଚାଷୀ ଥିବାବେଳେ ଗତକାଲି କୁଲତାଯୁର ପେକ୍ସ ରେ ଜଣେ ଚାଷୀ ଙ୍କୁ ମାଡ଼ ହୋଇଥିବା ଜଣା ପଡ଼ିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଚାଷୀ ଜଣକ ଉକ୍ତ କୁଲତାଯୁର ପେକ୍ସ ର ଜଣେ କର୍ମ ଚାରୀଙ୍କୁ ଚାଷୀଙ୍କ ଧାନ କେବେ ଉଠିବ ବୋଲି ପଚାରିଥିଲେ l ଉକ୍ତ ପେକ୍ସ କର୍ମଚାରୀ ଓ ଚାଷୀଙ୍କ ମଧ୍ୟ ରେ ସାମାନ୍ୟ ବଚସା ହୋଇଥିଲା ଧାନ ଟୁକନ କୁ ନେଇ ଯେ ଚାଷୀଙ୍କ ଧାନ ଟୁକନ୍ ହେର ଫେର କରୁଥିବା ନେଇ ଚାଷୀ ଜଣକ ଅଭିଯୋଗ କରିଥିଲେ ଉକ୍ତ କର୍ମ ଚାରୀଙ୍କୁ l ପେକ୍ସ ର କର୍ମ ଚାରୀ ଜଣ ରାଗିଯାଇ ଚାଷୀ ଙ୍କୁ ଆକ୍ରମଣ କରି ତାଙ୍କ ହାତ ମୁଣ୍ଡରେ ଆଘାତ କରିଥିଲେ l ଉକ୍ତ ଚାଷୀ ଜଣ ଙ୍କ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ
ଧାନ କିଣାକୁ ନେଇ ବଦ୍ଧ ଚାଷୀଙ୍କୁ ଆକ୍ରମଣ
