ପୁଣି ଥରେ ରାଜ୍ୟସଭା ଏମ ପି ଙ୍କ ଲୋଭର ବଶବର୍ତ୍ତୀ ହେଲେ ବସନ୍ତ ପଣ୍ଡା।

ଫଟୋ ନିୟୁଜ, “ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା। ପୁଣି ଥରେ ରାଜ୍ୟସଭା ଏମ.ପି.ଙ୍କ ଲୋଭର ବଶବର୍ତ୍ତୀ ହେଲେ ବସନ୍ତ ପଣ୍ଡା। ସେ ବର୍ତମାନ ଡବଲ ଇଞ୍ଜିନ ସରକାର ରେ ଛତିଶଗଡ ରାଜ୍ୟ ରୁ ଏମ.ପି. ହେବାପାଇଁ ତାଙ୍କୁ ରାଜାନୀତିକ ବଟିକା ଖୁଆଯାଇଛି।

ଏଥିପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ନୂଆପଡା ରେ ତାଙ୍କୁ ଦେଖାକରିଛନ୍ତି। ଉଭୟ ମନ୍ଦିର କୁ ଯାଇ ପୂଜାର୍ଚନା ମଧ୍ୟ କରିଛନ୍ତି।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଙ୍କ ଓଡ଼ିଶା ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତ, କୋମନା ସ୍ଥିତ ବୈଷ୍ଣଦେବୀ ମନ୍ଦିର ରେ ବାସନ୍ତୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଙ୍କ ଓଡ଼ିଶା ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତ, କୋମନା ବୈଷ୍ଣଦେବୀ ମନ୍ଦିର ରେ ବାସନ୍ତୀ ଦୁର୍ଗା ପୂଜା କରିଛନ୍ତି।

ଆଜି ସ୍ୱତନ୍ତ୍ର ହେଲିକପ୍ଟର ରେ ରାୟପୁର ରୁ ବାହାରି କୋମନା ଜିତାମିତ୍ର ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିବା ବେଳେ ସଡ଼କ ପଥରେ ବୈଷ୍ଣଦେବୀ ମନ୍ଦିର ପହଞ୍ଚିଥିଲେ। ସେଠାରେ ପାରମ୍ପରିକ ପୂଜା ଅର୍ଚ୍ଚନା କରିବା ସହ ତାଙ୍କ ପତ୍ନୀ କୌଶଲ୍ୟା ଦେବୀ ସାଏ, ଛତିଶଗଡ଼ ଦକ୍ଷିଣ ବିଧାୟକ ପୁରନ୍ଦର ମିଶ୍ର, ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସଦନ ତିୱାରୀ ଙ୍କ ବୈଷ୍ଣଦେବୀ ମନ୍ଦିର ରେ ପ୍ରତ୍ୟେକ ବର୍ଷ ଆସି ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ମଧ୍ୟ ଚୈତ୍ର ବାସନ୍ତୀ ଦୁର୍ଗା ପୂଜା କରିଥିଲେ। ଦୃଢ଼ ଇଚ୍ଛାଶକ୍ତି ବଳରେ ଶକ୍ତି ଉପାସନା ଭାରତୀୟ ସଂସ୍କୃତି ର ଅଂଶ ବିଶେଷ ବୋଲି ଆହ୍ବାନ କରିଥିଲେ।
ଫଟୋ ନିୟୁଜ ଟାଇମ୍ସ ବ୍ୟୁରୋ।

Leave a Reply

Your email address will not be published. Required fields are marked *