ନିଘୋଡ଼ ନିଦ୍ରାରେ ଯିଏ ଲ୍ୟାଣ୍ଡ ତଦାରଖ ବିଭାଗ |
ଯିଏ ଷ୍ଟାପ ଙ୍କ ପାଖରେ ପଇସା ଅଭାବ |
ନିଜ ସରକାରୀ ଘର ପାଖରେ ଥିବା ଜାଗାରେ ଘର କରି ଲଗାଉଛନ୍ତି ଭଡାରେ |
ତଦାରଖ କରିବ କିଏ ସାଧାରଣ ଲୋକଙ୍କ ଘରକୁ ଭାଙ୍ଗି ନିଜ ପକେଟ ଗରମ କରୁଛନ୍ତି ଯିଏ ଅଧିକାରୀ |
ଯିଏ ଡାଇରେକ୍ଟର ଙ୍କୁ ପଚାରିଲେ କିଛି ଜାଣିନଥିବା କହୁଛନ୍ତି |
ତେବେ କେବେ ଭଙ୍ଗାହବ ଯିଏ କ୍ଵାଟର ରେ କରିଥିବା ଅସ୍ଥାୟୀ ଭଡ଼ାଘର |
ଅଧିକାରୀଙ୍କ ଦୁର୍ନୀତିରେ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ର ଶିକାର |

ରାଜଧାନୀରେ ଭୂମି ତଦାରଖ ବିଭାଗ ନିଘୋଡ଼ ନିଦ୍ରାରେ ରହିଥିବା ବେଳେ, ଏହି ବିଭାଗର କେତେକ ଅଧିକାରୀଙ୍କ ଦୁର୍ନୀତିମୂଳକ କାର୍ଯ୍ୟକଳାପ ଏବେ ସାମ୍ନାକୁ ଆସୁଛି। ଯେଉଁଠି ସାଧାରଣ ଲୋକ ନିଜର ଘରକୁ ରକ୍ଷା କରିବାକୁ ହତାଶ ହେଉଛନ୍ତି, ସେଠି ଅନ୍ୟ ପକ୍ଷରେ କେତେକ ଅଧିକାରୀ ନିଜ ସ୍ୱାର୍ଥ ପାଇଁ ସରକାରୀ ନିୟମକୁ ପାଦତଳେ ଦଳି ଦେଉଛନ୍ତି।

ସୂଚନା ଅନୁସାରେ, ବିଭାଗର କେତେକ ଷ୍ଟାଫ ନିଜେ ପଇସା ଅଭାବର କଥା କହିଥିଲେ ମଧ୍ୟ, ତାଙ୍କ ନିକଟତମ ଅଧିକାରୀମାନେ ନିଜ ସରକାରୀ କ୍ୱାଟର ପାଖରେ ଥିବା ଜମିରେ ଅବୈଧ ଭାବେ ଅସ୍ଥାୟୀ ଘର ତିଆରି କରି ଭଡାରେ ଦେଉଛନ୍ତି। ଏହି କାର୍ଯ୍ୟ କେବଳ ନିୟମ ଉଲ୍ଲଂଘନ ନୁହେଁ, ବରଂ ସରକାରୀ ସମ୍ପତ୍ତିର ସରଳ ଦୁର୍ବ୍ୟବହାର କରାଯାଉଛି ।
ଭୁବନେଶ୍ୱର ରୁ କ୍ରାଇମ ରିପୋର୍ଟ ର ଫଟୋ ନିୟୁଜ ଟାଇମ୍ସ।
