ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଯିବ ବୋଲି ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି |
ଏହି ସମ୍ମିଳନୀରେ ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା ଉପସ୍ଥିତ ଥିଲେ
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
