କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ

କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବା ସହ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା ରେ ଚକ ଅଖ ଜାମ କରିବାକୁ ବାଧ୍ୟ ହେବୁ ବୋଲି ତ୍ରିପତି ଗମାଙ୍ଗ ପ୍ରତିବାଦ ସଭା ବକ୍ତବ୍ୟ ପ୍ରଦାନ କରିଛନ୍ତି। ଏହି ଆନ୍ଦୋଳନରେ ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ, କୈଳାସ ଶବର, କର୍ଣ୍ଣଏଲ ଗମାଙ୍ଗ, ରମେଶ ପାତିକା, ତ୍ରିପତି ମୁଟୁକା, ନିରଞ୍ଜନ ନିମାଲା, ସିମାଦ୍ରି ପାତିକା, ମୁରୋଲି ପାତିକା , କରୁଣାକର ଲିମା ଉପସ୍ଥିତ ଥିଲେ । ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *