ଧାଙ୍ଗଡଡିହା ଗ୍ରାମରେ ଗଛ ଓପଡି ଗ୍ରାମର ସତ୍ୟଭାମା ପାତ୍ରଙ୍କ ଘର ଭାଙ୍ଗି ଯାଇଛି।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ଧାଙ୍ଗଡଡିହା ଗ୍ରାମରେ ଗଛ ଓପଡି ଗ୍ରାମର ସତ୍ୟଭାମା ପାତ୍ରଙ୍କ ଘର ଭାଙ୍ଗି ଯାଇଛି। ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା ପବନ ଯୋଗୁ ଘର ନିକଟରେ ଥିବା ଏକ ବୃହତ ଗଛ ଓପଡି ପଡିବାରୁ ଘର ଉପରେ ପଡିବାରୁ ଘର ଭାଙ୍ଗି ଯାଇଥିବା ବେଳେ ଜଣେ ଶିଶୁ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପରିବାର ଲୋକେ। ଖବର ପାଇଁ ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହଁଚି ଗଛଟିକୁ ହଟାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଘଟଗାଁ ରୁ ମନୋଜ କୁମାର ପାତ୍ର ଙ୍କ ରିପୋର୍ଟ ଫୋଟ ନିୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *