ନିବାସୀ ବିକାଶ ଶୁକ୍ଳା ଙ୍କ ଝିଅ ଆରୁଷି ଶୁକ୍ଳା ସମ୍ବାଦ ଡିଜିଟାଲ ପକ୍ଷରୁ ଅଗ୍ଗ୍ରୟୋଦ୍ଧା ସମ୍ମାନ ୨୦୨୬ରେ ସମ୍ମାନିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିବାସୀ ବିକାଶ ଶୁକ୍ଳା ଙ୍କ ଝିଅ ଆରୁଷି ଶୁକ୍ଳା ସମ୍ବାଦ ଡିଜିଟାଲ ପକ୍ଷରୁ ଅଗ୍ଗ୍ରୟୋଦ୍ଧା ସମ୍ମାନ ୨୦୨୬ରେ ସମ୍ମାନିତ, ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

 


ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିବାସୀ ବିକାଶ ଶୁକ୍ଳା ଧର୍ମପତ୍ନୀ କିରନ ଶୁକ୍ଳାଙ୍କ ଝିଅ ଆରୁଷି ଶୁକ୍ଳା ସମ୍ବାଦ ଦୈନିକ ଖବର କାଗଜ ପକ୍ଷରୁ ଅଗ୍ରୟୋଧି ସମ୍ମାନ ୨୦୨୬ ସମ୍ମାନିତ ହୋଇଛନ୍ତି। ସି ବି ଏସ ଇ ଓ ଆଇ ସି ଆଇ ସି ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଜିଲ୍ଲାର ସର୍ବାଧିକ ନମ୍ବର ୯୮.୨% ପ୍ରତିଶତ ରଖିଥିବା ଆରୁଷୀ ଶୁକ୍ଳା ଙ୍କୁ ସମ୍ମାନ ରେ ସମ୍ମାନିତ କରିଛନ୍ତି।ଆରୁଶୀ ତାଙ୍କ ଶିକ୍ଷା ଜୀବନରେ ଉଚ୍ଚ ଆଭିଲାଶା ରଖି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସମ୍ବଲପୁର ଆଇ ଆଇ ଏମ ଠାରେ ସମ୍ବାଦ ଡିଜିଟାଲ ପକ୍ଷ ରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଆମର ଓଡ଼ିଶା ରେ ୨୬୧ ଜଣ ଛତ୍ର ଛାତ୍ରୀ ଙ୍କୁ ଗୋଟିଏ ମଞ୍ଚ ରେ ସମ୍ବର୍ଦ୍ଧିତ କରିବାର ସାମର୍ଥ୍ୟ ହାସଲ କରି ଅଭିଭାବକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। , ସମ୍ବଲପୁର ବରମପୁର ବିଶ୍ୱ ବିଦ୍ୟାଳୟ ପୂର୍ବତ୍ତନ କୁଳପତି ଦୀପକ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଡେରାମ, ଚିପଳିମା ରଞ୍ଜନ ତରାଇ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *