ପୋଲିସ ନିଜତରଫରୁ କେଶ ରୁଜୁ କରି ଇନଭେସ୍ଟିକେସନ କରିବାର ଆବଶ୍ୟକତା ଅଛି

ଫଟୋ ନିୟୁଜ,” ନିୟୁଜ ରୁମ” କୁ ସ୍ୱାଗତ କରୁଛି। ନିୟୁଜ ପେପେର କିମ୍ବା ଉକ୍ତ ନିୟୁଜ ଅନୁଷ୍ଠାନ ର ଯେକୌଣସି ଖବର ପାଇଁ Publisher ଦାଈ ଅଟନ୍ତି। ଏହା ହେଉଛି ସରକାରୀ ନିୟମ। ଏଥିପାଇଁ ତଥ୍ୟ ପ୍ରଦାନ କରିଥିବା ଖବର ଦାତା, ଫଟୋ ଉଠାଇଥିବା ସାମ୍ବାଦିକ କିମ୍ବା ଖବରକୁ ତଥ୍ୟଭିତିକ ଆଲେଖ୍ୟ ଲେଖିଥିବ ସାମ୍ବାଦିକ ଦାୟିନୁହନ୍ତି। ଆବଶ୍ୟକ ସ୍ଥଳେ ତଥ୍ୟଭିତିକ ନିୟୁଜ ର ସତ୍ୟାସତ୍ୟ ପରୀକ୍ଷା କରିବାପାଇଁ ପୋଲିସ ନିଜତରଫରୁ କେଶ ରୁଜୁ କରି ଇନଭେସ୍ଟିକେସନ କରିବାର ଆବଶ୍ୟକତା ଅଛି।


ପ୍ରକାଶ ଥାଉକି ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ର ଜଣେ ମ୍ୟାନେଜର କୋଟି କୋଟି ଟଙ୍କାକୁ କିଛି ଅସାଧୁ ବ୍ୟକ୍ତିଙ୍କ ସହାୟତା ରେ ଠକିନେବାପାଇଁ ସାମର୍ଥ୍ୟ ହୋଇଛନ୍ତି। ଉକ୍ତ ବ୍ୟାଙ୍କ ମ୍ୟାନେଜର ଭୁବନେଶ୍ୱର ଜେଲ ରେ ଅଛନ୍ତି। ଆମେ ଏଠାରେ ପ୍ରକାଶ କରୁଅଛୁ ଯେ ଉକ୍ତ ଷ୍ଟେଟ ବ୍ୟାଙ୍କ ରୁ ଲୋନ ନେଇଛନ୍ତି ରାଜକିଶର ମିଶ୍ର।ଯେକି ଖଣ୍ଡପଡା ଅଞ୍ଚଳ ରୁ DIC ଲୋନ ନେଇଛନ୍ତି ଏବଂ ସରକାରି ସବସିଡି ମଧ୍ୟ ନେଇଛନ୍ତି।

ଆମେ ଏଠାରେ ତାଙ୍କର 2008ଏବଂ 2009ମସିହାର ଦୁଇଟି ଭିର୍ନ ଭିର୍ନ ସ୍ପେସିମେନ ଦସ୍ତଖତ ଥିବା ଚେକ ଦର୍ଶାଉ ଅଛୁ। ସେ ସମୟରେ ହୋମିଓ ଡାକ୍ତର ଫ୍ରଡ଼ଚେକ ଦେଇ ନେଇଥିବା ଟଙ୍କା ଓ ବ୍ୟାଙ୍କ ସୁଧ ମିଶାଇଲେ, ସେ ପ୍ରାୟ ପାଞ୍ଚଲକ୍ଷ୍ୟ ଟଙ୍କା ଠକିଛନ୍ତି।ଷ୍ଟେଟ ବ୍ୟାଙ୍କ ଟଙ୍କା ଓଡିଶା ଜନସାଧାରଣ ଙ୍କ ଟଙ୍କା ଅଟେ। ଏହାର ସୁରକ୍ଷା ର ଦାୟିତ୍ୱ ଓଡିଶା ପୋଲିସ ର ଅଟେ। ଆମେ ଆମ ନିୟୁଜ ମାଧ୍ୟମ ରେ ପ୍ରକାଶିତ ଏକ ଖବର ର ଫଲୋ ଅପ କରୁଅଛୁ। ଏଥିପାଇଁ ଫଟୋ ନିୟୁଜ କୁ ଜେଲ ଯିବାକୁ ପଡିଲେ କିମ୍ବା ଫାଶୀ ଦିଆଗଲେ ମଧ୍ୟ କଲମ ଚାଲିବ। ଏହା ଜନତା ଜନାର୍ଦନ ଙ୍କ ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ। ଫଟୋ ନିୟୁଜ ବ୍ୟୁରୋ।
ସଚେତନତାର ଆବଶ୍ୟକତା ଅଛି।

Leave a Reply

Your email address will not be published. Required fields are marked *