ବାରଙ୍ଗ ଥାନା ଅଞ୍ଚଳ ରେ ନିଜ ସ୍ତ୍ରୀ ର ମିସିଙ୍ଗ ରିପୋର୍ଟ ସନ୍ଦେହ ଘେରରେ।

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ବାରଙ୍ଗ ଥାନା ଅଞ୍ଚଳ ରେ ନିଜ ସ୍ତ୍ରୀ ର ମିସିଙ୍ଗ ରିପୋର୍ଟ ସନ୍ଦେହ ଘେରରେ। ସାଧାରଣ ରେ ଚର୍ଚ୍ଚା ହେଉଛି ମିଳିଥିବା ଅଜଣା ମହିଳାଙ୍କ ମର ଶରୀର କୁ ରାକେଶ ର ସ୍ତ୍ରୀ ବୋଲି ବିନା ତଥ୍ୟ ଆଧାର ରେ ପୋଲିସ ଗ୍ରହଣ କରିବା ଉଚିତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି।
ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ଏହି ରହସ୍ୟମୟ ଘଟଣା।

ପରିବାର ଲୋକ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।
ଏହା ମଧ୍ୟରେ ଆଉ ଗୁରୁତର ଅଭିଯୋଗ ହେଉଛି ଯେ, ଜଣେ ଏସିପି ସ୍ତରର ଅଧିକାରୀ ରାକେଶଙ୍କୁ ଥାନା ଭିତରେ ଥାର୍ଡଡିଗ୍ରୀ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି।ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ମହଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଥାନା ଆଇ.ଆଇ.ସି.ଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପରେ ବୋଲି ଚର୍ଚ୍ଚା ଚାଲିଛି।

ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *