ବିଜେଡି ରୁ ଆସିଥିବା ନେତା ମାନଙ୍କୁ ଜ୍ୱାଇଁ ପୁଅ ଭାଳି ଚର୍ଚ୍ଚା ଦିଅ ଯାଉଥିଲା

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି। ବିଜେଡି ସରକାର ସମୟରେ ଅନ୍ୟ ଦଳ ରୁ ଆସିଥିବା ନେତା ମାନଙ୍କୁ ଜ୍ୱାଇଁ ପୁଅ ଭାଳି ଚର୍ଚ୍ଚା ଦିଅ ଯାଉଥିଲା । ଏବେ ମଧ୍ୟ କଟକ ସହରରେ ସମାନ ଘଟଣା ଦେଖିବାକୁ ମିଳିଛି। ବିଜେଡି ର ପୂର୍ବତନ ସଂସଦ ଦେବାଶିଷ ସାମନ୍ତରାୟ ଏବେ ବିଜେପି ରେ ଯୋଗଦେଇଛନ୍ତି। ବିଜେପି ର ନେତା ଶୂନ୍ୟ କଟକ ରେ ଦେବାଶିଷ ସାମନ୍ତରାୟ ଙ୍କ ପାଇଁ ଦଳ ଗାର୍ବିତ ବୋଲି କର୍ମୀ ମାନେ ମତ ରଖିଛନ୍ତି। ସେ ଯାହାବି ହେଉ କଟକ ର ବିଜେଡି ମେୟର ସୁବାସ ସିଂ କହିଛନ୍ତି ଯେ ଶ୍ରୀ ସାମନ୍ତରାୟ ହେଉଛନ୍ତି ଜଣେ ଖଣି ଚୋର ଏବଂ ତାଙ୍କର କୌଣସି ପପୁଲାରିଟି ନାହିଁ। ବର୍ତମାନ ପ୍ରଶ୍ନ ଉଠୁଛି ଦେବାଶିଷ ସାମନ୍ତରାୟ ପୁଣିଥରେ ବିଜିପି ତରଫରୁ ରାଜ୍ୟ ସାଭା କୁ ଜିବେକି । ଆଗାମୀ ପଂଚାୟତ ନିର୍ବାଚନ ରେ ତାଙ୍କର କଣ ଭୁମିକ ରହିବ।
ଆସନ୍ତା ଜୁନ ମାସ 1 ତାରିଖରୁ 8 ତାରିଖ ହେଉଛି ରାଜ୍ୟସଭା ପାର୍ଥି ପାତ୍ର ଦାଖଲ ର ଅବଧି। ଏହା ପରେ ଜଣାପଡିବ ଦେବାଶିଷ ରାଜ୍ୟ ରାଜନୀତିରେ ରହିବେ ନା ଦିଲ୍ଲୀ ରାଜନୀତି ରେ ସକ୍ରିୟ ହେବେ। ଆମ କ୍ୟାମେରା ଟିମ କିଛି ଦିନ ମଧ୍ୟ ରେ ବିଜେପି ର ସଂସଦ ମନମୋହନ ସାମଲ, ଉପମୁଖ୍ୟ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ଦେବାଶିଷ ସାମନ୍ତରାୟ ଙ୍କ ଠାରୁ ସେମାନଙ୍କର ମତ ଓ ମନ୍ତବ୍ୟ ସଗ୍ରହ କରି ପ୍ରକାଶିତ କରିବୁ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *