ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି ମୁଁ ବର୍ଷା।ରାୟଗଡା ସହରରେ ଗୁଳିକାଣ୍ଡ ରେ ଯୁବକଙ୍କୁ ହତ୍ୟା । ଝଂଜବତି ନଦୀ ପାର୍ଶ୍ୱରୁ ଶବ ଉଦ୍ଧାର।
ରାୟଗଡା ସହର ଇନ୍ଦିରା ନଗର ତୃତୀୟ ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କିନ୍ତୁ ଆଜି ସକାଳ ସମୟରେ ସ୍ଥାନୀୟ ତୁମ୍ବିଗୁଡ଼ା ନଦୀ କୂଳରେ ଯୁବକ ର ମୃତ ଶରୀର ପଡିରହିଥିବା ଦେଖିବାକୁ ମିଳିଥିଲା। ପରେ ଟାଉନ ଥାନା ପୁଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ଶବ ଜବତ ପରେ
ଘଟଣାର ତଦନ୍ତ ଚଳାଇଥିବା ଗଣମାଧ୍ୟମକୁ ପ୍ରକାଶ କରିଛି Iଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଛି ।
ରାୟଗଡା ରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
ରାୟଗଡା ସହରରେ ଗୁଳିକାଣ୍ଡ ରେ ଯୁବକଙ୍କୁ ହତ୍ୟା
